ଗାଜା ଶରଣାର୍ଥୀ ଶିବିର ଉପରେ ଆକ୍ରମଣରେ ୧୯୫ ପାଲେଷ୍ଟାଇନୀଙ୍କ ମୃତ୍ୟୁ: ମୃତକ ମଧ୍ୟରେ ଅଛନ୍ତି ୨ ହମାସ କମାଣ୍ଡୋ
ନୂଆଦିଲ୍ଲୀ:ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୧୯୫ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି । ୧୨୦ ଜଣ ଏବେ ବି ଧ୍ୱସସ୍ତୁପ ତଳେ ନିଖୋଜ ଅଛନ୍ତି । ୭୭୭ ଜଣ ଆହତ ହୋଇଛନ୍ତି । ପାଲେଷ୍ଟାଇନ ପକ୍ଷରୁ ଧ୍ୱସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଆାରମ୍ଭ ହୋଇଛି ।…