ଓଲିଉଡ କଳାକାର କଳି: ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ, ହେଲେ ବୈଠକକୁ ଆସିଲେନି ମନୋଜ ମିଶ୍ର
ଭୁବନେଶ୍ୱର: ଛିଣ୍ଡିବ କଳାକାର କଳି । ଓଡ଼ିଉଡ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ । ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି ।…