Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିର ପରିଚାଳନା ଓ ବିଭିନ୍ନ ରୀତିନୀତି ନିର୍ବାହ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିଚାଳନା ଓ ବିଭିନ୍ନ ରୀତିନୀତି ନିର୍ବାହ ପାଇଁ କିଛି ନିୟମ ନିର୍ଦ୍ଧାରଣ ହୋଇଛି। ମୁଖ୍ୟତଃ ଏହା ଶ୍ରୀମନ୍ଦିର ସତ୍ୱଲିପି ଓ ନୀଳାଦ୍ରି ମହୋଦୟ…

ରାମାୟଣରେ ହନୁମାନ ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ମୁମ୍ବାଇ: ଆଗକୁ ଆସୁଛି ନିତେଶ ତିୱାରୀଙ୍କ ମେଗା ବଜେଟ ଫିଲ୍ମ ‘ରାମାୟଣ । ଏଥିରେ ହନୁମାନ ଭୂମକାରେ ନଜର ଆସିବେ ବଲିଉଡ଼ର ସୁପରଷ୍ଟାର ସନ୍ନି ଦେଓଲ । ଏହି ଫିଲ୍ମ ପାଇଁ ସନ୍ନି ମାତ୍ର ୪୫ କୋଟି ଟଙ୍କା ନେବେ ବୋଲି ରାଜି ହୋଇଯାଇଛନ୍ତି । ପ୍ରଭୁ ହନୁମାନଙ୍କ ଚରିତ୍ର ପାଇବା ହେତୁ ସେ ତାଙ୍କ…

ଭାଇରାଲ ହେଲା ଟାଇଗର ୩ ଗୀତରେ ମୁନ୍ନିଙ୍କ ନାଚ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସୁପରଷ୍ଟାର ସଲ୍‌ମାନ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଟାଇଗର ୩ର ଗୀତରେ ନାଚିଲେ ମୁନ୍ନି । ତାଙ୍କର ଏହି ନାଚ ବେଶ୍ ଭାଇରାଲ ହେବାରେ ଲାଗିଛି । ୨୦୧୫ ମସିହାରେ ଆସିଥିବା ସଲମାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍‌ହୋତ୍ରା ନିଜର ନିଖୁଣ…

ବିବାହ ପାଇଁ ଦରକାର ରିଲ୍ସ ପାର୍ଟନର

ନୂଆଦିଲ୍ଳୀ: ଆଜିକାଲିର ଡ଼ିଜିଟାଲ ଦୁନିଆରେ ଆଉ ନୂଆ କଥା କିଛି ନାହିଁ । ଏଠାରେ ସବୁ କିଛି ସମ୍ଭବ । ଯାହା ଆପଣ କେବେ ଭାବି ନଥିବେ, ସେସବୁ ଦେଖିବାକୁ ମିଳୁଛି । ଏବେ ରିଲ୍ସର ସମୟ ଚାଲିଥିବାରୁ ଲୋକେ ନିଜର ଭିୟୁ ବଢ଼ାଇବାକୁ କୌଣସି ବି ଉପାୟ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ଆଜିକାଲି…

ସାମ୍ବାଦିକାଙ୍କ କାନ୍ଧରେ ହାତ ପକାଇବା ପଡ଼ିଲା ମହଙ୍ଗା : କ୍ଷମା ମାଗିଲେ ସୁରେଶ ଗୋପୀ

ମୁମ୍ବାଇ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାିବା ମହଙ୍ଗା ପଡ଼ିଛି । ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ…

ଏମିତି ଏକ ମନ୍ଦିର,ଯାହାକୁ ସୁରକ୍ଷା ଦେଉଛନ୍ତି ସାପ

ଇଣ୍ଡୋନେସିଆ: ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ମନ୍ଦିର ରହିଛି । ଆଉ ପ୍ରତ୍ୟେକ ମନ୍ଦିର ପଛରେ ଏକ ରୋଚକ କାହାଣୀସବୁ ଲୁଚି ରହିଥାଏ । ଇଣ୍ଡୋନେସିଆରେ ଏମିତି ଏକ ମନ୍ଦିର ରହିଛି ଯାହା ସମୁଦ୍ର ଭିତରେ ନିର୍ମାଣ କରାଯାଇଛି । ଆଉ ସବୁୁଠୁ ବଡ଼ କଥା, ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ସାପ ।…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ପରେ ୫୫ ସୁରକ୍ଷାକର୍ମୀ ସଜାଗ

ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ । ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ଦିଆଯାଇଛି । ହତ୍ୟା ଧମକ ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଏଥିସହିତ ୫୫ ସୁରକ୍ଷାକର୍ମୀ ସଜାଗ ହୋଇଛନ୍ତି । ଇ-ମେଲ…

ଇଜିପ୍ଟର କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା, ୩୫ ମୃତ, ୬୩ ଆହତ

କାଏରୋ: ଇଜିପ୍ଟର ରାଜଧାନୀ କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା । ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୨୯ଟି ଯାନ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ଖବରମୁତାବକ, ଏକ ସୁରକ୍ଷା…

ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟିମର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିସାତ ହୋଇଛି । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲଦେଶ ୪୨.୨ ଓଭରରେ ୧୪୨ ରନ କରି…

ଓ୍ୱେଦର ଅପଡେଟ: ରାଜ୍ୟରେ ୧ ରୁ ୩ ଯାଏଁ ବର୍ଷା ସମ୍ଭାବନ

ଭୁବନେଶ୍ୱର: ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି । ତେବେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ…