‘୨୦ କୋଟି ନୁହେଁ, ୨୦୦ କୋଟି ନ ଦେଲେ ଡେଥ ୱାରେଣ୍ଟ..’ପୁଣି ମୁକେଶ ଅମ୍ବାନୀଙ୍କୁ ମିଳିଲା ଧମକ
ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ…