ମହାବାତ୍ୟାକୁ ପୁରିଲା ୨୪ବର୍ଷ : ଆଜିର ଦିନରେ ପ୍ରକୃତି ଦେଖାଇଥିଲା କରାଳ ତାଣ୍ଡବ ,ଏବେବି ଲୋକଙ୍କ ଭିତରେ ରହିଛି…
ଭୁବନେଶ୍ବର : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ଆଜିର ଦିନରେ ପ୍ରକୃତି ଦେଖାଇଥିଲା ତାର କରାଳ ତାଣ୍ଡବ । ସେଦିନର ସେହି ଭୟଙ୍କର ଦିନ ମନେ ପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ । ସେଦିନର ବିଭୀଷିକାପୂର୍ଣ୍ଣ କଥା…