ପ୍ଲସ୍ ଥ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ଆରମ୍ଭ କରିବ ସିଏଚଏସଇ
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ପ୍ଲସ୍ ଥ୍ରୀ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ତିଆରି କରାଯାଉଛି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏକ ସମନ୍ୱିତ ଓ୍ବେବ…