ଆଇଟି ରେଡ୍: ନଗଦ 94 କୋଟି ଟଙ୍କା ସହ 8 କୋଟିର ହୀରା ଓ ସୁନା ଗହଣା ଜବତ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ରେଡ୍ । ରେଡ୍ ବେଳେ ମିଳିଛି ପୁଳାପୁଳା ଟଙ୍କା ଓ ଦାମୀ ଅଳଙ୍କାର ଓ ବହୁମୂଲ୍ୟର ବିଦେଶୀ ଘଣ୍ଟା। ଏହାସହ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
ସୂଚନାମୁତାବକ, କେନ୍ଦ୍ରୀୟ ବୋର୍ଡ ଅଫ୍…