ସବୁଠୁ ଲମ୍ବା କେଶଥିବା କିଶୋର ଭାବେ ରେକର୍ଡ଼ କଲେ ଯୁବକ
ଉତ୍ତରପ୍ରଦେଶ: ସାଧାରଣତଃ ମୁଣ୍ଡରେ କେଶ ସବୁ ଝିଅଙ୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଉତ୍ତର…