ଏସିଆନ ଗେମ୍ସ: ହକିରେ ସ୍ୱର୍ଣ୍ଣ, ଭାରତର ୧୦୦ ପଦକ ନିଶ୍ଚିତ
ହାଙ୍ଗଝୋଉ: ହକିରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଚଳିତ ଏସିଆନ ଗେମ୍ସରେ ଭାରତ ଦ୍ରୁତ ଗତିରେ ତାର ଟାର୍ଗେଟ ୧୦୦ ପଦକ ଆଡେ ଗତି କରୁଛି । ୧୩ତମ ଦିନ ଭାରତ ୯ ପଦକ ଜିତିବା ପରେ ଏହାର ସଂଖ୍ୟା ୯୫ରେ ପଂହଚିଛି । ଏହା ବ୍ୟତୀତ ୪ଟି ଖେଳରେ ୭ ପଦକ ଭାରତର ପ୍ରାୟତଃ ନିଶ୍ଚିତ ହୋଇଛି ।
ହକିରେ…