Latest Odisha News

BREAKING NEWS

Yearly Archives

2023

ଧୋନିଙ୍କୁ ଭେଟିଲେ ରଣବୀର, ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଶ୍ୱକପ୍ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ବଲିଉଡ଼ ଅଭିନେତା ରଣବୀର ସିଂହ ଏବଂ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲିଛି । ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ପରେ ପରେ ଧୋନିଙ୍କୁ ଭେଟିଥିଲେ ରଣବୀର । ସେ ଧୋନିଙ୍କୁ…

ରିଲିଜ ହେଲା ‘ଲିଓ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଆଗାମୀ ଫିଲ୍ମ ‘ଲିଓ’ କୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଗୁରୁବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି, ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତିି । ବିଜୟଙ୍କ ସହ…

ନେଦରଲାଣ୍ଡକୁ ୮୧ ରନରେ ହରାଇଲା ପାକିସ୍ତାନ

ହାଇଦ୍ରାବାଦ: ଚଳିତ ଦିିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୬ ରନ କରିଥିଲା । ମହମ୍ମଦ ରିଜୱାନ ଓ ସୌଦ ଶକୀଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମହମ୍ମଦ ନୱାଜ ଦ୍ରୁତ ୩୯ ରନ…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ। ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ। ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ। ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ମୋର ଜୀବନସାଥୀ ରୋମାଣ୍ଟିିକ ହୋଇଥିବା ଦରକାର, ଏମିତି କହିଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ଜୀବନସାଥୀ କିପରି ହେବା ଦରକାର ସେନେଇ ଖୁଲମ୍‌ଖୁଲା ପ୍ରକାଶ କରିଛନ୍ତି । କ୍ରିତି ଏମିତି ଜଣେ ଜୀବନସାଥୀ ଚାହାଁନ୍ତି, ଯାହାଙ୍କ ନିକଟରେ ଗୋଟିଏ ଭଲ ହୃଦୟ ଥିବ, ବହୁତ ଭଲ ପାଇବା ଥିବ, ବିଲକୁଲ ସଚ୍ଚା ଓ…

ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା'। ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହୋଇଉଠିଛି ଚଳଚଞ୍ଚଳ। ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ। ଆଶ୍ୱିନ ମାସ…

ଚୋବାଇ ଚୋବାଇ ସାବୁନ ଖାଉଛନ୍ତି ମହିଳା, କାରଣ କ’ଣ ଜାଣନ୍ତୁ

କୋଲକତା: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ଆମକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ସାବୁନକୁ…

୨୦୧୯ ବିଶ୍ୱକପ: ଶେଷରେ ଇଂଲଣ୍ଡ ଜିତିଲା ଟ୍ରଫି..

ଲଣ୍ଡନ: ୨୦୧୯ ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଥିଲା । ଏଥର ଟିମ ସଂଖ୍ୟା ୧୪ ବଦଳରେ ୧୦ କରାଯାଇ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳା ଯାଇଥିଲା । ଶ୍ରେଷ୍ଟ ୪ଟି ଟିମ ସିଧାସଳଖ ସେମି ଫାଇନାଲ ଖେଳିଥିଲେ । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ…

କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା: ପ୍ରିୟଙ୍କା ଗାନ୍ଧୀ

ରାୟପୁର: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ସମସ୍ତ ରାଜନୈତିକ ଦଳ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ପ୍ରଚାର ପ୍ରସାର ଆରମ୍ଭ କଲେଣି। ଅନ୍ୟପଟେ ଜାତିଗତ ଜନଗଣନାକୁ ନେଇ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କଲେଣି ରାଜନୈତିକ ଦଳ। ଇତିମଧ୍ୟରେ…

ସିଜିମାଳୀ ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ଶୋଭାଯାତ୍ରା

ରାୟଗଡ଼ା: ସିଜାମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି କମ୍ପାନୀ ସମର୍ଥକ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଖଣି ଖନନକୁ ସମର୍ଥନ କରି ଆଜି କାଶୀପୁରଠାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସରକାରଙ୍କ…