୪ର୍ଥ ଥର ପାଇଁ ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ, କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ
ମୁମ୍ବାଇ: ଆରବିଆଇର ମୁଦ୍ରା ନୀତି କମିଟି ପକ୍ଷରୁ ବଡ଼ ଉପହାର। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତ ବଜାୟ ରହିଛି। ରେପୋ ହାର ଅପରିବର୍ତ୍ତନ ହେବା ପରେ ଶୁକ୍ରବାର କଂଗ୍ରେସ ଦାବି କରିଛି ଯେ ମୁଦ୍ରାସ୍ଫୀତି କାରଣରୁ ଅନେକ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…