Latest Odisha News

BREAKING NEWS

Yearly Archives

2023

ରାଣୀ ଏଲିଜାବେଥ ୨ୟଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଭାରତୀୟ ଯୁବକ: ମିଳିଲା ୯ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ (୨ୟ)ଙ୍କ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ  ଭାରତୀୟ ମୂଳ ଜଣେ ବ୍ୟକ୍ତିଙ୍କୁ ବ୍ରିଟେନ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କୁ ୨୦୨୧ କ୍ରିସମାସ ଦିନ ୱିଣ୍ଡସର କେସଲରୁ  ଗିରଫ କରାଯାଇଥିଲା । ଗିରଫ ପରେ ସେ ଦିବଂଗତ ମହାରାଣୀଙ୍କୁ…

ଏସିଆନ ଗେମ୍ସ: ପୁରୁଷ କ୍ରିକେଟ ଫାଇନାଲରେ ଭାରତ

ହାଙ୍ଗଝୋଉ: ଭାରତ ଏସିଆନ ଗେମ୍ସ କ୍ରିକେଟର ପୁରୁଷ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ ମୁକାବିଲାରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତର ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯…

ପ୍ରୋଟିନରେ ଭରପୁର ମସୁର ଡାଲି: ପ୍ରତିଦିନ ଖାଇଲେ ମିଳିବ ଏହି ଫାଇଦା..

ନୂଆଦିଲ୍ଲୀ: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି  । ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ରହିଥାଏ  । ଯେପରିକି କଳା, ବାଦାମୀ, ନାଲି ଏବଂ ସବୁଜ  । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ  । ଶାକାହାରୀ ଅର୍ଥାତ୍ ଯେଉଁମାନେ ମାଛ,…

ଏକ୍ସରେ ବର୍ଷାଙ୍କୁ ନେଇ ଭାବବିହ୍ୱଳ ହେଲେ ଅନୁଭବ: କହିଲେ, ‘ମୁଁ ତୁମକୁ ହୃଦୟରୁ ଭଲ ପାଏ…’

ଭୁବନେଶ୍ୱର: ବର୍ଷାଙ୍କୁ ନେଇ ଭାବପ୍ରବଣ ଟୁଇଟ କଲେ ଅନୁଭବ । ପୁଣି ନିଜର ଭଲ ପାଇବାକୁ ଜାହିର କଲେ । ବୈବାହିକ ଜୀବନ ସଫଳ ହୋଇ ପାରିଲାନି । ପତି-ପତ୍ନୀ ହୋଇ ରହି ପାରିଲେନି । ହେଲେ ଭଲ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ । ଆଜି ଏମିତି ଟୁଇଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ

ତାଳଚେର : ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରକାରର ରନୱେ ଏବଂ ଫେସନ୍ ସୋ କରାଯାଉଛି  । ଚଳିତବର୍ଷ ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରନୱେ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରନୱେରେ ତାଳଚେର,…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ସିଂହଙ୍କ ତିନି ସହଯୋଗୀଙ୍କୁ ଇଡିର ସମନ

ନୂୂଆଦିଲ୍ଲୀ: ଦିଲ୍ଲୀ ଅୂବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ତିନି ଜଣ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ସର୍ବେଶ ମିଶ୍ର, ବିବେକ ତ୍ୟାଗୀ, ଏବଂ କନବରବୀର ସିଂହଙ୍କୁ ଏବେ ଜେରା କଲେ ଏହି ଦୁର୍ନୀତି…

ସ୍କୁଟିକୁ ଧକ୍କାଦେଲା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଗାଡି : ମାଆ ଓ ଦୁଇ ଶିଶୁ ଗୁରୁତର

ସୁବଣ୍ଣର୍ପୁର:  ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ମର୍ମନ୍ତୁଦ ଦୁର୍ଘଟଣା । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଗାଡି ଏକ ସ୍କୁଟିକୁ ଧକ୍କା ଦେଇଛି  । ଫଳରେ ସ୍କୁଟି ଚାଳକ ମାଆ ଏବଂ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ସ୍କୁଲରୁ ପରୀକ୍ଷା ଦେଇ…

ବାତ୍ୟା ସମ୍ଭାବନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆରମ୍ଭ କଲେ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦିନରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାରଣ ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସରେ ଏହି ବାତ୍ୟା ହୋଇଥାଏ। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…

ପାର୍ବଣ ବେଳେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ବଢ଼ିବନି ଇଏମଆଇ

ନୂଆଦିଲ୍ଲୀ: ପାର୍ବଣ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି କମିଟି (ଏମପିସି) ରେପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଗୃହ ଋଣ ଓ ଅନ୍ୟାନ୍ୟ ଇଏମଆଇରେ ସ୍ଥିତି ସ୍ଥିର ରହିବ। ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ…

କିସ୍‍ ଫାଉଣ୍ଡେସନ୍‍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ

ଭୁବନେଶ୍ୱର: କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୁରୁବାର ଉକ୍ତ ୪ ଭଉଣୀଙ୍କ…