ଉଜ୍ଜୟିନୀ ଦୁଷ୍କର୍ମ ମାମଲା: ଆସନ୍ତାକାଲି ଅଭିଯୁକ୍ତଙ୍କ ଘର ଭାଙ୍ଗିବ ପ୍ରଶାସନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବେଆଇନ ଘରକୁ ଭାଙ୍ଗିବ ପ୍ରଶାସନ । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅଟୋ ଡ୍ରାଇଭାର ଭାରତ ସୋନି ବେଆଇନ ଭାବେ ସରକାରୀ ଜମିରେ ଘର କରିଥିଲା । ଏହି ଘରକୁ ପ୍ରଶାସନ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି ।
ଉଜ୍ଜୈନିର…