Latest Odisha News

BREAKING NEWS

Yearly Archives

2023

ଅକ୍ଟୋବର ୮ରେ ଓଟିଟିରେ ରିଲିଜ୍ ହେବ ଓଏମଜି-୨

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ଓଏମ୍‌ଜି-୨ ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭଲ ବ୍ୟବସାୟ ବି କରିଥିଲା । ଏହା ଆସନ୍ତା ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି । ଏହି ଖବର ସାମ୍ନାକୁ…

ଦୁଇ ଦିନରେ ୨ ପଦକ ଜିତିଲେ ପାରୂଲ

ହୋଙ୍ଗଝାଉ: ଏସିଆନ ଗେମ୍ସରେ ଭାରତର ମହିଳା ଆଥଲେଟ ପାରୂଲ ଚୌଧୁରୀ ମଙ୍ଗଳବାର ୫୦୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨ ଦିନରେ ୨ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ସୋମବାର ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ଜିତିଥିଲେ । ୫୦୦୦ ମିଟର ଫାଇନାଲରେ ପାରୂଲ…

ଏସିଆନ ଗେମ୍ସ: ୭୨ ବର୍ଷ ଇତିହାସରେ ପ୍ରଥମ ଥର ମହିଳା ଜାଭେଲିନରେ ଭାରତ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନ ୧୦୦ ପଦକ ସମ୍ଭାବନା ସୃଷ୍ଟି କରିଛି । ମଙ୍ଗଳବାର ଭାରତର ଅନ୍ନୁ ରାନୀ ନିଜ ନାମ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ୭୨ ବର୍ଷ ଇତିହାସରେ ପ୍ରଥମ ମହିଳା ଭାବେ ସେ ଭାରତ ପକ୍ଷରୁ ଜାଭେଲିନରେ…

ଏମପିରେ ପରିସ୍ରା ଯୋଗୁ ବିଜେପି ଟିକେଟ କାଟିଲା, ଏବେ ଶୁକ୍ଳା ହେବେ ସ୍ୱାଧୀନ ପ୍ରାର୍ଥୀ!

ଭୁବନେଶ୍ୱର: ଛିଡୁନି ମଧ୍ୟପ୍ରଦେଶରେ ବିଜେପିର ଟିକେଟ ଅଡୁଆ। ଆଗାମୀ ନିର୍ବାଚନ ପାଇଁ ଦଳ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଟିକେଟ ଦେଇ ନୂଆ ଏକ୍ସପେରିମେଂଟ କରିଥିବା ବେଳେ ବହୁ ସିଟରେ ବିରୋଧ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଏମପିର ଏମିତି ଏକ ଚର୍ଚ୍ଚିତ ସିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା।…

ଗଞ୍ଜେଇ ପାଲଟିଛି ୟୁକ୍ରେନ ଯୁଦ୍ଧରେ ଆହତ ସୈନିକଙ୍କ ସଞ୍ଜିବନୀ !

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ଜିଦ୍ ଏବଂ ପରାଜୟ ସ୍ୱୀକାର ନକରିବା ଜିଦ୍‌ କାରଣରୁ ଲକ୍ଷ ଲକ୍ଷ ସୈନିକ ଗୁରୁତର ଆହତ ଭାବେ ସାରା ଜୀବନ ଅପାଙ୍ଗ କିମ୍ବା ଯନ୍ତ୍ରଣା ସାମ୍ନାରେ ଛାଡି ଦେଇଛି। ହଜାର ହଜାର ଲୋକ ବାସହୀନ…

କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ…

ଛତିଶଗଡରେ ଗରିବ ଅସ୍ତ୍ରରେ ମୋଦିଙ୍କ ଆକ୍ରମଣ, ବସ୍ତର ବନ୍ଦ କରିଦେଲା କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ଏହି କ୍ରମରେ ମୋଦି ଛତିଶଗଡ଼ ଗସ୍ତ କରିଛନ୍ତି। ଛତିଶଗଡ଼ ଜଗଦଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାରରେ…

୨୦୦୩ ବିଶ୍ୱକପ କ୍ରିକେଟ: ଅତି ପାଖରୁ ଭାରତ ହାତଛଡା କରିଥିଲା ଟାଇଟଲ

୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟାରେ ଆୟାଜିତ ହୋଇଥିଲା । ପ୍ରଥମ ଥର ପାଇଁ ବିଶ୍ୱକପ ଆଫ୍ରିକାରେ ଖେଳା ଯାଇଥିଲା । ଭାରତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା ।…

ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ

ମୁମ୍ବାଇ: ନିର୍ବନ୍ଧ କଲେ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଏହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ…

ଭଦ୍ରକ କୋର୍ଟର ନୂତନ ଜିଲ୍ଲା ଜଜ ଭାବେ ଦାୟିତ୍ଵ ନେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଭଦ୍ରକ: ଭଦ୍ରକ କୋର୍ଟରେ ନୂତନ ଜିଲ୍ଲା ଜଜ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ। ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜଜ ଭାବରେ କାର୍ଯ୍ୟ କରୁଥିଲେ। ଭଦ୍ରକର ଜିଲ୍ଲା ଜଜ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ସୂଚାରୁ ରୂପେ ତାଙ୍କର କାର୍ଯ୍ୟ ସମ୍ପାଦନା କରି କୋର୍ଟରେ ସମସ୍ତଙ୍କର…