ମଦ ପିଇବା ବେଳେ ଦୁଇ ସାଙ୍ଗ ମଧ୍ୟରେ ବଚସା, ଜଣଙ୍କର ମୃତ୍ୟୁ
ଝାରସୁଗୁଡ଼ା: ସୋମବାର ଏକ ବିବାଦକୁ କେନ୍ଦ୍ର କରି ଝାରସୁଗୁଡାରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ବଳଦେବ ଚାନ୍ଦ ଓ ଅଭିଯୁକ୍ତ ଚୈତନ୍ୟ ରାଉତ ବଞ୍ଜାରୀ ଗ୍ରାମ ଉପକଣ୍ଠରେ ଥିବା ଏକ ଦୋକାନରେ ଏକାଠି ମଦ ପିଉଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।…