Latest Odisha News

BREAKING NEWS

Yearly Archives

2023

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିଶାଙ୍କ ହଠାତ ମୃତ୍ୟୁ, ବଢ଼ିଲା ସନ୍ଦେହ

ରାଉରକେଲା: ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ…

କବିତା : ବାପୁ

ଗଦାଧର ସାହୁ  ହେ ବାପୁ ତୁମେ ଅହିଂସା ପୂଜାରୀ, ଶାନ୍ତିର ସତ୍ଯାଗ୍ରହୀ । ସତ୍ଯ ଅହିଂସାର ପଥରେ ଚାଲିଲ ବିଶ୍ବ ପ୍ରେମ ମନ୍ତ୍ର ଗାଇ । କଳା ଗୋରା ଭାବ ତୁମେ ଦୂରେଇଲ ଶ୍ୱେତାଙ୍ଗ ବିରୁଦ୍ଧେ ଲଢି, ଯିଏ ଘୃଣାକଲା ତାକୁ ଭଲପାଇ ଘୃଣାଭାବ ଦେଲ ତଡି । ଫିରିଙ୍ଗି ଆସିଲା ଭାରତ…

ଚାଞ୍ଚଲ୍ୟ: ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ, ସନ୍ଦେହ ଘେରରେ ପରିବାର ଲୋକେ

ଚଣ୍ଡିଗଡ: ପଞ୍ଜାବରେ ଜଲନ୍ଧରରେ ଚାଞ୍ଚଲ୍ୟ । ଘର ବାହାରେ ଥିବା ଟ୍ରଙ୍କ ଭିତରୁ ମିଳିଲା ୩ ଭଉଣୀଙ୍କ ମୃତଦେହ । ସନ୍ଦେହରେ ପରିବାର ଲୋକାଙ୍କୁ ଉଠେଇ ନେଇଛି ପୋଲିସ । ଜଲନ୍ଧରର ମକସୁଦା ପୋଲିସ ଷ୍ଟେସନ ଅନ୍ତର୍ଗତ କାନପୁରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ୩ ଭଉଣୀ ହେଉଛନ୍ତି ୯…

“ଆଗାମୀ ୧୦ ବର୍ଷ ଯାଏ ବିଜେପିକୁ ‘ମିଆଁ’ଙ୍କ ଭୋଟ୍ ଆବଶ୍ୟକ ନାହିଁ, ଯଦି ସେମାନେ ତାଙ୍କ…

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିକୁ ୧୦ ବର୍ଷ ଯାଏଁ 'ମିଆଁ'ଙ୍କ ଭୋଟ୍ ଦରକାର ନାହିଁ। ସେମାନଙ୍କର ସମର୍ଥନ ପାଇଁ କିଛି ସର୍ତ୍ତ ରହିଛି ବୋଲି ସେ କହିଛନ୍ତି। 'ମିଆଁ' ଶବ୍ଦ ବଙ୍ଗଳାଭାଷୀ ମୁସଲମାନମାନଙ୍କୁ ବୁଝାଇବାରେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ଯାହା ନକରାତ୍ମକ ଶୈଳୀରେ…

ଫ୍ଲାଇଟରେ ନିଃଶ୍ବାସ ନେଇପାରିଲାନି ଶିଶୁ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଫ୍ଲାଇଟ୍ ରେ ଅଘଟଣ  । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳା ହଠାତ୍ ହୃଦରୋଗରେ ପୀଡିତ ଏକ ଶିଶୁକୁ ନିଃଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା  ବହୁତ ବ୍ୟସ୍ତବିବ୍ରତ ହୋଇପଡିଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା ।…

ଝିଅ ତନୟାଙ୍କୁ ସମ୍ପାଦକ ଦାୟିତ୍ବ ଦେବା ପରେ ସୌମ୍ୟରଞ୍ଜନଙ୍କ ଆଗାମୀ ରଣନୀତି କ’ଣ?

ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ଦର୍ଶାଇ ଦୈନିକ ଖବରକାଗଜ 'ସମ୍ବାଦ'ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଝିଅ ତଥା 'ସମ୍ବାଦ ଗ୍ରୁପ୍'ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ତାଙ୍କ…

ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲେ ପ୍ରେମିକ

ଭୁବନେଶ୍ୱର: ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ । ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ଫ୍ୟାନ୍‌ରେ ବେଡଶିଟ୍‌ ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ । ମୃତକ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ୨୪ ବର୍ଷୀୟ ପ୍ରଭୁପାଦ ମହାରଣା । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ…

ଲଦିଗୁଡାରୁ ମୋହନା ଯାଉଥିବାବେଳେ ଘାଟିକୁ ଓଲଟିଲା ବସ୍: ୧୫ ଯାତ୍ରୀ ଆହତ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା କୁଡିକିମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାରସାମ୍ୟ ହରାଇ ଇନ୍ଦ୍ରପୁର ଘାଟିକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୭ଜଣଙ୍କ…

ଜିପିଏସ ଦେଖି ଯାଉଥିବା ବେଳେ ନଦୀକୁ ଖସିଲା କାର; ଦୁଇ ଡାକ୍ତରଙ୍କ ମୃତ୍ୟୁ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ରବିବାର ସକାଳେ ଏକ କାର ନଦୀକୁ ଖସି ପଡ଼ିବା ଫଳରେ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଜିପିଏସ୍ ଲଗାଇ ଯାଉଥିବା ବେଳେ ରାସ୍ତାରେ ପାଣି ଜମି ରହିବାରୁ ସେମାନେ ଜାଣିପାରିନଥିଲେ ପରେ ଦୁର୍ଘଟଣାର ଶିକାର…

ଲଘୁଚାପ ପ୍ରଭାବ: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର:  ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସ୍ପଷ୍ଟ ସଦୃଶ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇଛି। ତେବେ ରାଜ୍ୟରେ ଆଜି ସକାଳଠୁ ଆକାଶ ମେଘାଛନ୍ନ…