Latest Odisha News

BREAKING NEWS

Yearly Archives

2023

ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ! ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଭୁବନେଶ୍ଵର: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା…

ଖୁବ୍‌ଶୀଘ୍ର ବିବାହ କରିବେ ଶିବମ ଶର୍ମା

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରିଆଲିଟି ସୋ ‘ଲକ୍ ଅପ୍‌’ ଫେମ୍ ଶିବମ୍ ବର୍ମା । ନଭେମ୍ବର ୭ରେ ଶିବମ ତାଙ୍କ ପ୍ରେମିକା ସମାୟରା ଠାକୁରଙ୍କୁ ବିବାହ କରିବେ । ବିବାହ ଅଳ୍ପ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର ଚାଲିଛି । ନିଜ ବିବାହକୁ ନେଇ…

ଫିଲ୍ମ ଗେମ୍ ଚେଞ୍ଜରକୁ ନେଇ ବେଶ୍ ଉତ୍ସାହିତ କିଆରା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କିଆରା ଆଡ଼ଭାନୀ ଫିଲ୍ମ ‘ଗେମ୍ ଚେଞ୍ଜର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ କିଆରା ବେଶ୍ ଉତ୍ସାହିତ ଅଛନ୍ତି । ଏଥିରେ ତାଙ୍କର ନାୟକ ସାଜିଛନ୍ତି ସାଉଥ୍ ସୁପରଷ୍ଟାର ରାମଚରଣ । ଏଥିରେ ନିର୍ଦ୍ଦେଶନା ଦେବେ ଦକ୍ଷିଣ ଭାରତୀୟ ଫିଲ୍ମର ଜଣାଶୁଣା…

ୟୁଟ୍ୟୁବରଙ୍କ ଗାଁ: ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର

ଛତିଶଗଡ଼ : ଆଜିକାଲି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି । ଛତିଶଗଡର ଏପରି ଏକ ଗାଁ ରହିଛି, ଯେଉଁଠି ଶହେ କି ପାଞ୍ଚ ଶହ ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର । ଏହି ଗାଁ ଏବେ ୟୁଟ୍ୟୁବରଙ୍କ ଗାଁ ଭାବେ ବେଶ୍ ପରିଚିତ । ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫…

୫ ଫୁଟ ୩ ଇଞ୍ଚର ଜୋତା ତିଆରି କଲେ ବ୍ୟକ୍ତି , ବିଶ୍ୱ ରେକର୍ଡ଼ କରିବାକୁ ଟାର୍ଗେଟ

ମଧ୍ୟପ୍ରଦେଶ: ପରିସ୍ଥିତି ଯାହା ହେଉନା କାହିଁକି, ସ୍ୱପ୍ନ ବଡ଼ ହେବା ଉଚିତ୍ । ମଧ୍ୟପ୍ରଦେଶର ବୁରହାନପୁରରୁ ଏଭଳି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏଠାକାର ଜଣେ ବ୍ୟକ୍ତି ନିଜ ନାମକୁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସାମିଲ କରିବାକୁ ଚାହୁଁଛନ୍ତି । ସେଥିଲାଗି ସେ ୫ ଫୁଟ୍ ୩ ଇଞ୍ଚର ଏକ ଜୋତା…

ହିନ୍ଦୀରେ ରିଲିଜ ହେଲା ‘ଘୋଷ୍ଟ’ର ଟ୍ରେଲର

ମୁମ୍ବାଇ : କନ୍ନଡ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକଙ୍କୁ ଏହା ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୧୯ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଶିବ…

ଅମିତାଭଙ୍କ ୮୧ ତମ ଜନ୍ମଦିନ ପୂର୍ବରୁ ନିଲାମ ହେବ ତାଙ୍କ ସ୍ମୃତିର ଜିନିଷ

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ୨୦୨୩ ଅକ୍ଟୋବର ୧୧ରେ ୮୧ ବର୍ଷରେ ପଦାର୍ପଣ କରିବେ । ଏହି ଅବସରରେ ଏକ ଭିନ୍ନ ଢଙ୍ଗରେ ତାଙ୍କ ସ୍ମୃତିର କିଛି ଜିନିଷକୁ ନିଲାମ କରାଯିବ । ଏହି ଉତ୍ସବ ପୂର୍ବରୁ ଦେଶର ସର୍ବକନିଷ୍ଠ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ନାମ ଡେରିଭେଟିଭ ଆଣ୍ଡ ଉଭେସ ତାଙ୍କ…

ଇଞ୍ଜିନିୟରଙ୍କ କମାଲ: ଆପାର୍ଟମେଣ୍ଟ ମଝିରେ ଯାଉଛି ଟ୍ରେନ୍ , ବାସିନ୍ଦାଙ୍କୁ ଶୁଭୁନି ଶବ୍ଦ

ଚୀନ: ଦୁନିଆରେ ଅନେକ ଅଦ୍ଭୁତ ସାମଗ୍ରୀ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେତେକ ପ୍ରକୃତି ଦ୍ୱାରା ନିର୍ମିତ ହୋଇଥିବାବେଳେ ଆଉ କେତେକ ମନୁଷ୍ୟ ଦ୍ୱାରା ନିର୍ମିତ । ଏପରି ଏକ ଅନନ୍ୟ ସାମଗ୍ରୀ ଚୀନ୍‌ରେ ଦେଖିବାକୁ ମିଳିଛି । ଏଠାରେ ଏକ ଟ୍ରେନ୍ ଲାଇନ୍ ଆପାର୍ଟମେଣ୍ଟ ମଝି ଦେଇ ଯାଇଛି ।…

ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ମା'ଙ୍କୁ ଦର୍ଶନ କରିବା ପରେ ନିଜ ଗାଁକୁ ଗଲେ ପ୍ରମିଳା। ମା'ଙ୍କ ଆଶୀର୍ବାଦ ଏବଂ ବାବା ବରୁଣେଶ୍ୱର୍ ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି କହିଲେ ପ୍ରମିଳା। ତେବେ ଓଡ଼ିଆ ଘରର…

ସ୍ୱପ୍ନର ବୟସ ନ ଥାଏ, ୭୪ ବର୍ଷରେ ବି ନିର୍ମାଣ କରୁଛନ୍ତି ଇସ୍ରୋ ପାଇଁ ମଡେଲ

ନୂଆଦିଲ୍ଲୀ: ମସୁରୀର ରାମଜୀ ସ୍ୱାମୀନାଥନ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ଯେ, ସ୍ୱପ୍ନ ବୟସ ନ ଥାଏ । ୭୪ ବର୍ଷୀୟ ସ୍ୱାମୀନାଥନ ଏବେ ବି ଇସ୍ରୋ ପାଇଁ ରକେଟ ଓ ସାଟେଲାଇଟର ମଡେଲ ପ୍ରସ୍ତୁତ କରୁଛନ୍ତି । ମିନିଏଚର ମଡେଲରେ ତାଙ୍କ ପରି କେହି ନିଖୁଣ କାର୍ଯ୍ୟ କରିପାରୁ ନାହାନ୍ତି ।…