Latest Odisha News

BREAKING NEWS

Yearly Archives

2023

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ବସ୍ତିକୁ ଚାଲ ଅଭିଯାନ ଅନ୍ତର୍ଗତ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ବସ୍ତିକୁ ଚାଲ ଅଭିଯାନ କ୍ରମରେ ବସ୍ତି ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରିବା ଲାଗି ଆଜି ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ଜିଲ୍ଲାର ସପ୍ତମ ବାଟାଲିଅନ ପରିସର ମଧ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରଯାଇଥିଲା। ଭୁବନେଶ୍ଵର କଟକ ଦ୍ଵୈତ ନଗରୀର ପୋଲିସ କମିଶନର…

ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ତାମିଲନାଡୁ ବିଜୟ

ଭୁବନେଶ୍ବର: ଓଡ଼ିଶାରେ ୨୫ ତାରିଖଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୦ଟି ରାଜ୍ୟ ଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଳ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ଟି…

ମୌସୁମୀଙ୍କ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଲେଖିକା ବନସ୍ମିତା ପତି

ଭୁବନେଶ୍ୱର: ଗିରଫ ହେବେ କି ଅଭିନେତ୍ରୀ ମୌସୁମୀ ? ଲେଖିକା ବନାମ ଅଭିନେତ୍ରୀ ମାମଲାର ଅସଲ ସତ ବାହାରକୁ ଆସିଲା। ମୌସୁମୀ କରିଥିଲେ ବ୍ଲାକମେଲ। କେବଳ ବନସ୍ମିତାଂକୁ ନୁହେଁ ବରଂ ଏକାଧିକ ପୁରୁଷ ଏବଂ ମହିଳାଙ୍କୁ କରିଛନ୍ତି ବ୍ଲାକମେଲ୍। ନିଜ ମୁହଁରେ ସ୍ୱୀକାର କରିଛନ୍ତି ମୌସୁମୀ। ଏବେ ଧରା…

୧୯୯୬ ବିଶ୍ୱକପ : ଶ୍ରୀଲଙ୍କା ଚାମ୍ପିୟନ, କାମ୍ବଲୀଙ୍କ କାନ୍ଦ ଆଉ ଟିମ ଇଣ୍ଡିଆର ବିଦାୟ ସାରା ଭାରତର ଆଖି ଛଳ ଛଳ କରି…

୧୯୯୬ ବିଶ୍ୱକପ କ୍ରିକେଟକୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ୧୨ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ୯ ଟେଷ୍ଟ ଖେଳୁଥିବା ଦେଶ ଓ ୟୁଏଇ, କେନିୟା ଓ ନେଦରଲାଣ୍ଡସ ଏଥିରେ ଖେଳିଥିଲେ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କେନିୟା ସମସ୍ତଙ୍କୁ ଚକିତ…

ମହିଳା ସଂରକ୍ଷଣ ବିଲ୍ ପାସ୍; ମୋଦୀଙ୍କୁ ଧନ୍ୟବାଦ ଜଣାଇ ସିଂହଦ୍ୱାର ସାମ୍ନାରେ ମହିଳା ମୋର୍ଚ୍ଚାର ଦୀପଦାନ

ପୁରୀ: ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସମଗ୍ର ନାରୀ ସମାଜ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ସେଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା…

ଦମ୍ପତିଙ୍କ ଉପରେ ଅଭିନେତାଙ୍କ କାର ମାଡ଼ିଯିବା ଘଟଣା: ଗିରଫ ହେଲେ ନାଗଭୁଷଣ

ବେଙ୍ଗାଲୁରୁ: ଶନିବାର ବିଳମ୍ବିତ ରାତିରେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର ଏକ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଜଣକ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ଅଭିନେତା ନାଗଭୂଷଣଙ୍କୁ ଗିରଫ କରିଛି ।…

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫୦ ପାର

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୮ମ ଦିନ ଭାରତର ପଦକ ସଂଖ୍ୟା ୫୦ ପାର କରିଛି । ରବିବାର ସୁଦ୍ଧା ଭାରତ ୧୩ ସ୍ୱର୍ଣ୍ଣ ସମେତ ୫୩ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛିି । ଶୁଟିଂର ମେନ୍ସ ଟ୍ରାପ, ୩୦୦୦ ମିଟର ଷ୍ଟେପଲ ଚେଜ ଓ ଶଟପୁଟରେ ଭାରତ ସ୍ୱର୍ଣ୍ଣ ଜିତିଛି । ପୃଥ୍ୱୀରାଜ ଟୋଣ୍ଡାଇମେନ,…

ଆମେରିକାରେ ବିବାହ କରି ନାଗରିକତା ପାଇବା ଲକ୍ଷ୍ୟରେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ଆମେରିକାରେ ରହିଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଭାରତୀୟ ଏଜେନ୍ସିକୁ ମିଳିଥିବା ଇନପୁଟ ଅନୁସାରେ ଗୋଲ୍ଡି ଏବେ ଜଣେ ଆଫ୍ରିକୀୟ ଝିଅକୁ ବିବାହ କରି କାଲିଫୋର୍ଣ୍ଣିଆର…

ତୁର୍କୀ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୨ ମୃତ, ୨ ପୋଲିସ ଆହତ

ନୂଆଦିଲ୍ଲୀ: ରବିବାର ତୁର୍କୀରେ ରାଜଧାନୀରେ ବିସ୍ଫୋରଣ। ରାଜଧାନୀ ଅଙ୍କାରା ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଅଙ୍କାରା ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ…