Latest Odisha News

BREAKING NEWS

Yearly Archives

2023

ଓଡିଶାରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲାକୁ ରହିଛି ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସଦୃଶ୍ୟ ଲଘୁଚାପ ରୂପ  ନେଇଛି । ଏହାର ପ୍ରଭାବରେ ଗୁରୁବାର  ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ଅତିରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଲଘୁଚାପ…

ଆଜି ସପ୍ତପୁରୀ ଅମାବସ୍ୟା, ଶ୍ରୀଜିଉଙ୍କ ପାଖରେ ଲାଗି ହେବ ସପ୍ତପୁରୀ ଭୋଗ

ପୁରୀ; ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି…

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲା ଉତ୍କଳ ସର୍ବୋଦୟ…

ଭୁବନେଶ୍ଵର: ଗତ ଅଗଷ୍ଟ ୨୯ ତାରିଖରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ସର୍ବୋଦୟ ଓ ମାନବ ଅଧିକାର ଗଣ ସଙ୍ଗଠନ ସମୂହ । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡା ସ୍ଥିତ ସ୍ଵାଗତ ହୋଟେଲରୁ ଅପହରଣ…

ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ପଡ଼ୋଶୀ

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ। ଏଥିଲାଗି ସରକାର ଅନେକ ଦିଗରେ ପ୍ରସ୍ତୁତ ହେଉଛନ୍ତି। ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ…

ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW

ଭୁବନେଶ୍ଵର: ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW । ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିସ ଜାରି କରାଯାଇଛି । ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (STA) ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ବଲିଉଡ ଅଭିନେତା…

ସ୍କୁଲ ଗଲାବେଳେ ବଡ଼ ଅଘଟଣ: ଡଙ୍ଗା ଓଲଟି ୧୬ ପିଲା ନିଖୋଜ, ଖୋଜାଖୋଜି ଜାରି

ମୁଜାଫରପୁର: ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି । ପିଲାମାନେ ଡଙ୍ଗାରେ…

କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ : ଏକ୍ସରେ ଗୁମର ଖୋଲିଲେ ସାଂସଦ

ଭୁବନେଶ୍ୱର: କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ  । ତାମିଲ ବ୍ୟବସାୟୀ କୃଥିକା ପ୍ରଭାକରନରଙ୍କ କଳାକାରନାମାର ଗୁମର ଖୋଲିଲେ ଅପରାଜିତା । ଡେରାସ ପରେ ଭଗବତୀପୁରରେ ଜମି ହଡପ କରିଛନ୍ତି କୃଥିକା ପ୍ରଭାକରନ । କେମିତି କଳ, ବଳ ଖଟେଇ ଶାଗମାଛ ଦରରେ ଜମି ହଡପ କରୁଛନ୍ତି ତାର…

ବିଟରେ ରହିଛି ଅନେକ ଉପକାରୀ ଗୁଣ, ଜାଣନ୍ତୁ ବିଟ୍ ଖାଇବାର ଫାଇଦା

ଭୁବନେଶ୍ଵର: ବିଟ୍ ଏମିତି ଏକ ପରିବା ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।  ବିଟ୍ କେବଳ ଯେ ତରକାରୀରେ ବ୍ୟବହାର ହୁଏ ତାହା ନୁହେଁ, ଅନେକ ଲୋକ ଏହାକୁ ସାଲାଡ ଓ  ଜୁସ୍ କରି ମଧ୍ୟ ପିଅନ୍ତି ।  କେତେକ ଲୋକଙ୍କୁ  ବିଟ୍ ଖାଇବା…

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଂଗ୍ରେସର ବିରୋଧ: ଅତନୁଙ୍କ ବାସଭବନ ଉପରକୁ ଅଣ୍ଡମାଡ

ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରି ଗର୍ଜିଲା ଛାତ୍ର କଂଗ୍ରେସ । ପ୍ରତିବାଦରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ  । ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା  । ଏଥିସହିତ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ଦାବି ପାଇଁ…

ଶୁଭାରମ୍ଭ ହେଲା `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍’

ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌' । ନୂଆଦିଲ୍ଲୀର କୌଶଳ ଭବନରେ `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌'ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ…