Latest Odisha News

BREAKING NEWS

Yearly Archives

2023

ବିଶ୍ଵ ହିନ୍ଦୀ ଦିବସ: ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା

ନୂଆଦିଲ୍ଲୀ: ଭାରତରେ ଅନେକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି। କେତେକଙ୍କର ନିଜସ୍ୱ ସାହିତ୍ୟ ଏବଂ ବ୍ୟାକରଣ ମଧ୍ୟ ଅଛି। ସେଥିମଧ୍ୟରୁ ହିନ୍ଦୀ ଭାଷାରେ ଦେଶର ଅଧିକାଂଶ ରାଜ୍ୟରେ ଲୋକମାନେ କଥାବାର୍ତ୍ତା କରନ୍ତି। ଆଜି ଅର୍ଥାତ୍ ୧୪ ସେପ୍ଟେମ୍ବର ଦିନ ସାରା ଦେଶରେ ହିନ୍ଦୀ ଦିବସ ଭାବରେ…

ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର: ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି  । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା…

ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା, ବଲାଙ୍ଗିରରେ ସବୁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ

ବାଲେଶ୍ଵର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ରାତିରୁ ବର୍ଷାର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ଗତ ୩୬ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କିଛି…

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର, ୪ଟି ସ୍ଥାନରେ ଚାଲିଛି ରେଡ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର । ଗଞ୍ଜାମ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ  । ପୂର୍ବରୁ…

ରାଜ୍ୟକୁ ଘାରିଛି ସ୍କ୍ରବ ଟାଇଫସ ଚିନ୍ତା: ସୁନ୍ଦରଗଡ଼ରେ ଜଣେ ମୃତ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗୋଟୋଏ ପରେ ଗୋଟାଏ ରୋଗୀ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ମାମଲା ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ: ଖୋଲିପାରେ ଆଉ ୨ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଗତକାଲି ହୀରାକୁଦର ୨ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୮ଟି ଗେଟ ଖୋଲିଛି ହୀରାକୁଦ । ବାର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ତେବେ ବର୍ଷାର ପରିମାଣ ଦେଖି ଆଉ ୨ଟି ଗେଟ ଖୋଲିପାରେ । ଏନେଇ ସୂଚନା…

ଅନୁବାଦ କବିତା : ମୁଁ ପୁଣି ଆସିବି ଫେରି

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ମୁଁ ପୁଣି ଆସିବି ଫେରି ଧାନ ସିଢି ଚଢ଼ି ବଢ଼ି ମୋର ଏଇ ପ୍ରିୟ ଦେଶ ବଂଗ ପ୍ରଦେଶରେ ହୁଏତ ବା ଶଙ୍ଖଚିଲ ରୂପ ନେଇ ଅବା ସେଇ ଭୋର ବେଳା ରାବି ଭାବି ଉଡୁଥ‌ିବା କୁଆ ହୋଇ ନବାନ୍ନ ଉତ୍ସବ ପାଇଁ କାର୍ତ୍ତିକ ମାସରେ। କୁହୁଡି ସହିତ ଭାସି…

ଭାଷା ଭାଗବତ : ଶବ୍ଦ ଯୋଡ଼ା-ଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୁକର୍ମ କରିବାକୁ ଡର କୁକଥା କହିବାକୁ ଡର ମୋ ନାମ ପ୍ରଫୁଲ୍ଲ କୁମାର କହିଲେ ପ୍ରଫୁଲ୍ଲକୁ ମାର ବଦଳଯିବ ଅର୍ଥ ତା'ର ଲୋକେ ବୁଝିବା ଦରକାର କୁ ଏକାକ୍ଷରୀ ଶବ୍ଦ ନୁହେ ଶବ୍ଦ ସହିତ ଲାଖିରହେ କୁ ଯଦି ଏକୁଟିଆ ରହେ ସର୍ବଦା…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ଅକ୍ଚୋବର ସୁଦ୍ଧା ଶେଷ ହେବ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା, ବୟକଟ କରିବେ ନିର୍ଦ୍ଦିଷ୍ଟ ନ୍ୟୁଜ ଆଙ୍କରଙ୍କ କାର୍ଯ୍ଯକ୍ରମ

ନୂଆଦିଲ୍ଲୀ: ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଉପରେ କୈଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ଦିଲ୍ଲୀ ବାସଭବନରେ ବସିଥିଲା। ହେଲେ ବୈଠକରେ ଆସନ ବୁଝାମଣା…