ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୂଜକମାନଙ୍କ ବସିବା ବିଧି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପାଳନ ପାଇଁ ସମସ୍ତ ସାଜ ସରଞ୍ଜାମ ଏକାଠି କରିବା ପରେ ପୂଜକମାନଙ୍କ ବସିବା ବିଧି ମଧ୍ୟ ସ୍ୱତନ୍ତ୍ର ଭାବେ ଦର୍ଶାଯାଇଛି।
"ପୂର୍ବାଶାଭିମୁଖଂ…