Latest Odisha News

BREAKING NEWS

Yearly Archives

2023

ଭାରତ ବନାମ ଇଣ୍ଡିଆ: ଡାର୍ଟ ପ୍ଲସର ନୂଆ ପରିଚୟ ଭାରତ ଡାର୍ଟ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ କରି 'ଭାରତ' ରଖିବା ପାଇଁ ସରକାର ଏଯାବତ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି, କିନ୍ତୁ ଲଜିଷ୍ଟିକ୍ସ କୋରିଅର କମ୍ପାନୀ 'ବ୍ଲୁ ଡାର୍ଟ' ନିଜ କମ୍ପାନୀର ପ୍ରିମିୟମ ସେବା ଯୋଗାଉଥିବା ଡାର୍ଟ ପ୍ଲସର ନାମ ପରିବର୍ତ୍ତନ କରିସାରିଛି। 'ଡାର୍ଟ ପ୍ଲସ୍'ରୁ…

ବ୍ରାଉନସୁଗାର କାରବାର ପାଇଁ ବ୍ୟବହାର ହେଉଥିଲା ପକୋଡା, ଚିକେନ୍ ମସଲା ଶବ୍ଦ… ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର: ସ୍ମାର୍ଟ ହେବା ଗୋଟିଏ କଥା କିନ୍ତୁ 'ଓଭର ସ୍ମାର୍ଟ' ହେବାକୁ ଚେଷ୍ଟା କରିବା ନିଜର ବୁଦ୍ଧିକୁ ବିପଦରେ ପକାଇପାରେ। ଖାସକରି ଯେତେବେଳେ ଜଣେ ଆଇନ ଉଲ୍ଲଙ୍ଘନ କରନ୍ତି। କୁଖ୍ୟାତ ନିଶା ବେପାରୀ ଶମ୍ଭୁନାଥ ବାରିକ (୩୧) ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହା ଏବେ…

ଶ୍ରୀଲଙ୍କା ବିପକ୍ଷରେ ଭାରତର ଦୁର୍ବଳ ବ୍ୟାଟିଂ ପଛରେ ‘ମ୍ଯାଚ ଫିକ୍ସିଂ’, ଅଖତର ଦେଲେ ଜବାବ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଶଂସକଙ୍କ ମିମ୍ସ ଭାଇରାଲ। ଭାରତ ଜାଣିଶୁଣି ଶ୍ରୀଲଙ୍କା ବିପକ୍ଷରେ ଖରାପ ବ୍ୟାଟିଂ କରିଥିଲା, ଯାହାଫଳରେ ପାକିସ୍ତାନ ଏସିଆ କପ୍ରୁ ବାଦ୍ ପଡ଼ିଛି। ଏଭଳି ମିମ୍ସ ତଥା ଗୁଜବ ସୃଷ୍ଟିକାରୀଙ୍କ ଦାବିକୁ 'ବକବାଜ' ବୋଲି କହିଛନ୍ତି ସୋଏବ ଅଖତର। ନିଜର…

କେରଳରେ ସ୍ବାସ୍ଥ୍ୟ କର୍ମୀ ନିପା ସଂକ୍ରମିତ, ୭୮୯ ଜଣ ଆସିଛନ୍ତି ସଂସ୍ପର୍ଶରେ

ଥିରୁଅନନ୍ତପୁରମ: କେରଳର କୋଝିକୋଡ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ୨୪ ବର୍ଷୀୟ ଜଣେ ସ୍ବାସ୍ଥ୍ୟକର୍ମୀ ବୁଧବାର ନିପା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରେ ସଂକ୍ରମିତଙ୍କ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା…

ଜି-୨୦ରେ ଚୀନର ଗୁଇନ୍ଦାଗିରି! ସନ୍ଦିଗ୍ଧ ବ୍ୟାଗକୁ ନେଇ ଜାରି ରହିଛି ତନାଘନା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଚୀନ୍ ପ୍ରତିନିଧି ଦଳ ନିଜ ରୁମ୍କୁ ୨୦ଟି ବ୍ୟାଗ୍ ନେଇ ଯିବାକୁ ଜିଦ୍ ଧରିଥିଲେ। ରାଜଧାନୀ ଦିଲ୍ଲୀର ତାଜ୍ ପ୍ୟାଲେସ ହୋଟେଲର ଷଷ୍ଠ ମହଲାରେ ଚୀନ୍ ଓ ସତର୍କ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏହାର ଦିନକ…

ବକେୟା ଲୋନ୍ ଟଙ୍କା ପୈଠ ନକଲେ ତିହାର ଜେଲ୍ ପଠାଇବୁ, ସ୍ପାଇସଜେଟ୍ ମାଲିକଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍ପାଇସ ଜେଟ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହଙ୍କୁ ଚେତାବନୀ ଦେଇଛନ୍ତି ଯେ କ୍ରେଡିଟ୍ ସୁଇସ୍ ଏଜିକୁ ୫୦୦,୦୦୦ ଡ଼ଲାର ଦେବାକୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ପାଳନ ନଲେ ତାଙ୍କୁ ତିହାର ଜେଲକୁ ପଠାଯାଇପାରେ। ସେପ୍ଟେମ୍ବର ୨୨ ସୁଦ୍ଧା…

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟକାଳୀନ ଚିକିତ୍ସା ସେବା

ଭୁବନେଶ୍ୱର: ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍‌ସରେ ଆରମ୍ଭ ହୋଇଛି ସନ୍ଧ୍ୟାକାଳୀନ ଚିକିତ୍ସା ସେବା । କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍ ବା ସାନ୍ଧ୍ୟା କ୍ଲିନିକ୍…

୧୦ ବର୍ଷ ପରେ ପରଦାକୁ ଫେରିବେ ଗୋପୀ ବୋହୂ

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଜ ତଥା ଗୋପୀ ବୋହୂ । ବହୁ ବର୍ଷ ଧରି ଅଭିନୟ ଦୁନିଆରୁ ଦୂରରେ ଥିବା ଗୋପୀ ବୋହୂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏବେ ସେ ଧାରାବାହିକ ‘ଦିଲ୍ ଦିୟାନ୍…

ରାସ୍ତାରେ ପ୍ରବାହିତ ହେଲା ୨୨ ଲକ୍ଷ ଲିଟର ମଦର ବନ୍ୟା, ପଶିଗଲା ଲୋକଙ୍କ ଘରେ

ପର୍ତ୍ତୁଗାଲ: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହାକୁ ଆଖି ଦେଖିଲେ ବି ବିଶ୍ୱାସ କରି ହୁଏନାହିଁ । କେଉଁଠି ଆକାଶରୁ ମାଛ ବର୍ଷା ହୁଏ ତ ଆଉ କେଉଁଠି ରାସ୍ତାରେ ବିଡ଼ା ବିଡ଼ା ନୋଟ୍ ଫିଙ୍ଗାଯାଏ । ନିକଟରେ ପର୍ତ୍ତୁଗାଲରେ ମଧ୍ୟ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ସହରର…