ରାଜ୍ୟ ସରକାରଙ୍କ ପାଇକ ଏକାଡେମୀ ପ୍ରତିଷ୍ଠା ନିଷ୍ପତ୍ତି ଉଦ୍ଦେଶ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି
ଭୁବନେଶ୍ୱର: ନିକଟରେ ଓଡ଼ିଶା ସରକାର ଖୋର୍ଦ୍ଧାରେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସରକାର ମଧ୍ୟ ସେହି ଜିଲ୍ଲାରେ ପାଇକ ସ୍ମାରକୀ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି।
୨୦୨୪…