Latest Odisha News

BREAKING NEWS

Yearly Archives

2023

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ମୁମ୍ବାଇ: ଏବେ ପୁଣି ଚର୍ଚ୍ଚାକୁ ଆସିଛି ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ଏହି ଫିଲ୍ମକୁ ବ୍ରାଜିଲର ରାଷ୍ଟ୍ରପତି ଖୁବ୍ ପ୍ରଶଂସା କରିଛନ୍ତି । ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ…

ଗଞ୍ଜାମରେ ଯୁବ ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ଦୁଇ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡରେ ଶାସକ ବିଜୁ ଜନତା ଦଳର ଜଣେ ସ୍ଥାନୀୟ ଯୁବନେତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୁମାରପାଣି ଗ୍ରାମର ମଧୁସୂଦନ ବିଷୋୟୀ(40)। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା…

କେନ୍ଦ୍ର ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ, ଭାରତ ମଣ୍ଡପମ୍‌ରେ ପାଣି ଜମିଥିବା ଭିଡିଓ ସେୟାର କଲା କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭରତ ମଣ୍ଡପମଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନ ଥିଲା। ସମ୍ମିଳନୀ ମଧ୍ୟରେ ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହୋଇଛି, ଯାହା ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଯୋଗୁଁ…

ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ କମିସନରେଟ୍ ପୁଲିସ ପକ୍ଷରୁ ବିକଟାଳ ଶବ୍ଦ ସୃଷ୍ଟି କରିବା ପାଇଁ ଟାମ୍ପରିଂ ସାଇଲେନ୍ସର ବ୍ୟବହାର କରୁଥିବା ବାଇକ୍ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଏଭଳି ବାଇକ୍ ଜବତ କରିବା ସହ…

୫୭ କେଜିର ତମ୍ବା ବହି, ୨୦୦ ସହରର ୪୨ ହଜାର ଲୋକଙ୍କ ଦାନରେ ହୋଇଛି ପ୍ରସ୍ତୁତ

ଭୋପାଳ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ  ବହି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ।  ତମ୍ବାରେ ପ୍ରସ୍ତୁତ ଏହି ବହି ଏବେ ସୋସିଆଲ…

ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ, ରିଜର୍ଭ ଡେରେ ଖେଳାଯିବ ଭାରତ-ପାକ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଏବେ ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯିବ । ରବିବାର ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଏହା ପରେ ବର୍ଷା ହେବାକୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ…

ଫିଲ୍ମ ‘ବୃଷଭ’ର ନାୟିକା ସାଜିଛନ୍ତି ସଞ୍ଜୟ କପୁରଙ୍କ ଝିଅ ସାନ୍ୟା

ମୁମ୍ବାଇ: ଫିଲ୍ମ ‘ବୃଷଭ’କୁ ନେଇ ଦକ୍ଷିଣୀ ଅଭିନେତ୍ରୀ ସାନ୍ୟା କପୁର ଚର୍ଚ୍ଚାରେ । ଏହି ନାରୀକୈନ୍ଦ୍ରିକ ଫିଲ୍ମରେ ସାନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଏହି ଫିଲ୍ମରେ ମୋହନଲାଲଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ସାନ୍ୟା ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ । ନିକଟରେ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ଗିରଫ ହେଲେ ବାପ-ପୁଅ

ବଲାଙ୍ଗୀର: ଚାକିରି କରାଇଦେବା ନାଁରେ ୨୦ରୁ ଅଧିକ ଯୁବକଙ୍କୁ ଠକିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବେଣୁଧର ଜଗତ ଓ ତାଙ୍କ ପୁଅ ହେମନ୍ତ ଜଗତ ନାମକ ଦୁଇ ଠକ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ। ପରେ ସେମାନେ ସହରର…

ଓଡ଼ିଶାର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି

ଭୁବନେଶ୍ୱର: ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ। କିନ୍ତୁ ଓଡ଼ିଶା ବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଛି ବୋଲି କହିଛନ୍ତି…

ଅଭିନେତ୍ରୀ ଓ ମହିଳାଙ୍କ ଫଟୋ ଜରିଆରେ ଅଶ୍ଳୀଳ ଭିଡିଓ, ଯୁବକ ଗିରଫ

କଟକ: ଅଭିନେତ୍ରୀ ଏବଂ କିଛି ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭିଡିଓରେ ପରିଣତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସାଇବର୍ ପୁଲିସ। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରାର ଶ୍ରୀତମ ଜେନା ନାମକ ଏହି ଯୁବକ 'ଆଇ ଆମ୍ ଦି ଇଣ୍ଡିଆନ୍ ଡନ୍ ଅଫିସିଆଲ' ନାମରେ YouTube ଚ୍ୟାନେଲ…