Latest Odisha News

BREAKING NEWS

Yearly Archives

2023

ଶ୍ରୀରାମଙ୍କ ପରେ ଏବେ ଭଗବାନଙ୍କ ଶିବଙ୍କ ଭୂମିକା କରିବେ ପ୍ରଭାସ

ମାଡ୍ରାସ: ତେଲୁଗୁ ସୁପରଷ୍ଟାର ପ୍ରଭାସ ନିକଟରେ ଆଦିପୁରୁଷ ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକା କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲେ ମଧ୍ୟ ପ୍ରଭାସଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଇଥିଲା । ଏବେ ତାଜା ରିପୋର୍ଟ ଅନୁସାରେ ତେଲୁଗୁ ଫିଲ୍ମ କନ୍ନାପାରେ ସେ ଭଗବାନ…

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ବିଜୟଓ୍ୱାଡା ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ରବିବାର ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ କ୍ରାଇମ୍…

୫ମ ମହଲା ଉପରେ ପେଟ୍ରୋଲ ପମ୍ପ

ବେଜିଂ: ୫ମ ମହଲା ଉପରେ ପେଟ୍ରୋଲ ପମ୍ପ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କିନ୍ତୁ ଏବେ ଏମିତି ଏକ ପେଟ୍ରୋଲ ପମ୍ପର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନ ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍…

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ…

ସ୍ବାମୀର ମୃତ୍ୟୁ ସହିନପାରି ଆତ୍ମହତ୍ୟା ଉଦ୍ୟମ: ପୁଅ-ଝିଅ ମୃତ, ମା ଗୁରୁତର

ବରଗଡ: ସୋହେଲା ଅଞ୍ଚଳରେ ରବିବାର ଏକ ପରିବାରର ଆତ୍ମହତ୍ୟା କରିବାକୁ ବିଷ ପିଇବା ଓ ଦୁଇ ଛୁଆଙ୍କ ମୃତ୍ୟୁ ପରେ ଏବେ ଶୋକରେ ଗାଁ। ମାଷ୍ଟରପଡା ଗାଁର ବଂଶୀଧର ସାହୁ ଓ ତାଙ୍କ ଭଉଣୀ ସୁବର୍ଣ୍ଣା ମହାଜନ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରିବାରର ତୃତୀୟ ସଦସ୍ୟ ସେମାନଙ୍କ ମା' କୁମୁଦିନୀ ସାହୁ…

କାଳିଆପାଣି ଅଞ୍ଚଳରେ ୨ ଶିଶୁ କନ୍ୟାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ ଗିରଫ

ଯାଜପୁର: କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ୨ ଶିଶୁକନ୍ୟାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କଲା କାଳିଆପାଣି ଥାନା ପୋଲିସ। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର କ୍ଷେତ୍ରବାସୀ ଦେହୁରୀଙ୍କ ପୁଅ ରତ୍ନାକର ଦେହୁରୀ ବୋଲି…

ଭାରତରେ କ୍ୟାନ୍ସରର ନକଲି ଔଷଧ ବିକ୍ରି ହେଉଛି, ସତର୍କ କରାଇଲା ଡିସିଜିଆଇ

ନୂଆଦିଲ୍ଲୀ: ଭାରତରେ ଲିଭର ଓ କ୍ୟାନ୍ସର ରୋଗର ନକଲି ଔଷଧ ବଜାରରେ ଘୁରି ବୁଲୁଛି । ଲିଭର ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଡିଫିଟୋଲିୟୋ ଓ କ୍ୟାନ୍ସରର ବ୍ୟବହ୍ୟତ ଏଡସେଟ୍ରିସ ଇଂଜେକ୍ସନର ନକଲି ପ୍ରତି ସାବଧାନ ରହିବାକୁ ଡିସିଜିଆଇ ସତର୍କତା ସୂଚନା ଜାରୀ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, କରାଗଲା ଅସ୍ଥି କଳସ ବିସର୍ଜନ ଯାତ୍ରା

ଭଦ୍ରକ: ଦିବଙ୍ଗତ ନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗରାଜପୁରରୁ ସ୍ୱର୍ଗତଃ ସେଠୀଙ୍କ ଅସ୍ଥି କଳସ ବିସର୍ଜନ ଶୋଭାଯାତ୍ରା ବାହାରି ତିହିଡି ବଜାର, ଦୋଳସାହି, ବୋଡକ, ସହିଦନଗର, ମଙ୍ଗଳପୁର, ଅସୁରାଳୀ, କୋଠାର,…

ଭାରତର ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ୍

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ସମୟରେ ଭାରତ ଚୀନ୍ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି । ଲଦାଖର ନୟୋମାଠାରେ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ ନିର୍ମାଣ କରିବାକୁ ଯାଉଛି ଭାରତ । ୧୨ ସେପ୍ଟେମ୍ବର ୨୦୨୩ ମଙ୍ଗଳବାର ଦିନ…

କାପଡାଗୁନ୍ଦା ଚିତ୍ରକଳାରେ ଝଟକୁଛି ନିୟମଗିରିର ବିରଳ ଜନଜାତିଙ୍କ ଗାଁ କୁର୍ଲି

ରାୟଗଡ଼ା: ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡରେ ଡଙ୍ଗରିଆ ଜନଜାତିଙ୍କ ବାନ୍ଧକଳା କପଡାଗୁନ୍ଦା। ନିୟମଗିରିର ବିରଳ ଜନଜାତିଙ୍କ ପ୍ରଥା ଆଉ ପରମ୍ପରାରେ ଜଡିତ କାପଡାଗୁନ୍ଦା ଚିତ୍ରକଳା ଡଙ୍ଗରିଆଙ୍କ ଘର କାନ୍ଥରେ ସ୍ଥାନ ପାଇଛି। ବିଷମ କଟକ ବ୍ଲକ ଅଧୀନରେ ଥିବା ନିୟମଗିରିର କୁର୍ଲୀ ପଞ୍ଚାୟତର ୭ଟି ଗାଁର…