ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଜଣଙ୍କୁ ହତ୍ୟା, ୪ ଅଟକ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଏକ ଗାଁରେ ପ୍ରତିପକ୍ଷ ଗୋଷ୍ଠୀ ଦୁଇ ଜଣଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
କବିସୂର୍ଯ୍ୟନଗର ଥାନା ସୁନାରିଝୋଲା ଗ୍ରାମର ମିଥୁନ ଭୂୟାଁ ଓ ତାଙ୍କ ଭିଣୋଇ ହିଞ୍ଜିଳିକଟ…