Latest Odisha News

BREAKING NEWS

Yearly Archives

2023

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ । ଯୁକ୍ତ-୨ ଶ୍ରେଣୀରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ବିତୀୟ ସୁଯୋଗ ମିଳିବ  । ପ୍ରଥମ ପର୍ଯ୍ୟାୟରେ କିଛି  ସମସ୍ୟା ଯୋଗୁଁ ନାଁ ଲେଖାଇପାରିନଥିବା ଛାତ୍ରଛାତ୍ରୀମାନେ  ଆସନ୍ତା ୧୩…

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ !

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କବିତା : ଫୁଲ ଓ କଣ୍ଟା

ସୁଜାତା ମିଶ୍ର  କିଛି କ୍ୟାକ୍ଟସର କଣ୍ଟକିତ କ୍ରୁରତାକୁ ନେଇ ସଜେଇଛି ମାୟାବିନୀ ବନ ସବୁଜିମା .. ଚିତ୍ରାୟିତ ମାଟି ପସରାରେ.., ବେଦରଦୀ ପଥରର କଠୋରତା ନୀରବି ଯାଇଛି ରଙ୍ଗର ନିବିଡ଼ତା ତଳେ.., କାଇଁଚର ଉପତ୍ୟକାରେ ତୋଳିଛି ମୁଁ ପ୍ରବାଳ ପ୍ରାଚୀର ଘେରା ଶାମୁକାର ଘର...,…

ଭାଷା ଭାଗବତ : ଅମିଶ୍ରିତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନେକ କଥାକୁ ଉପେକ୍ଷା ନ କଲେ, ସୁନିର୍ଦିଷ୍ଟ ଶିକ୍ଷା ଗ୍ରହଣ କରିହୁଏନାହିଁ ଏ ସତ୍ୟ ବୁଝୁଁ ମନ ଦେଇ ଏକାଗ୍ର-ଚିତ୍ତ ହେଲେ ବ୍ୟକ୍ତି ବଢ଼ାଇ ବିଷୟାନୁରକ୍ତି ସହିତ ନିଷ୍ଠା ଆଉ ଧୈର୍ଯ ସଂପନ୍ନ କରେ ନିଜ କାର୍ଯ ସବୁ ଆଡ଼କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀତି କାନ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାପୂଜା ଓ ପର୍ବ ଉତ୍ସବ ଆଦିର ସମଗ୍ର ବିଧି ବ୍ୟବସ୍ଥା ମହାରାଜ ଇନ୍ଦ୍ରଦ୍ୟୁମ୍ନ ହିଁ ପ୍ରଚଳନ କରିଥିଲେ। କୁହାଯାଏ ବେଦବ୍ୟାସ ବିରଚିତ ସ୍କନ୍ଦ ପୁରାଣ…

ରାଗି ଯାଇ ଛାତ୍ରଙ୍କୁ ଶିକ୍ଷୟତ୍ରୀ କହିଲେ ‘ ତୁମେମାନେ ପାକିସ୍ତାନ କାହିଁକି ଯାଉନ’, ଏବେ ଅନ୍ୟତ୍ର ବଦଳି…

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗା ସହରର ସରକାରୀ ଉର୍ଦ୍ଦୁ ସ୍କୁଲର ଜଣେ କନ୍ନଡ ଭାଷା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଷଷ୍ଠ ଶ୍ରେଣୀର ତିନିରୁ ଚାରି ଜଣ ଛାତ୍ରଙ୍କୁ ରାଗିଯାଇ 'ତୁମେମାନେ କାହିଁକି ପାକିସ୍ତାନ ଯାଉନ' କହିବାରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟତ୍ରୀ ଜଣଙ୍କ ପାଠ…

ଭିନ୍ନ ଭିନ୍ନ ଘଟଣାରେ ଦୁଇ ଝିଅଙ୍କର ମୃତ୍ୟୁ

କଟକ: ସିଡିଏ ସେକ୍ଟର-୬ରେ ମଙ୍ଗଳବାର ବିଦ୍ୟୁତ ଆଘାତରେ ଜଣେ ଯୁବତୀ (୨୦)ଙ୍କ ମୃତ୍ୟୁ ଘଟିଛି। ମୃତ କଣ୍ଢେଇ ଦାସଙ୍କ ଘର ସ୍ଥାନୀୟ ହେରଣପୁର ବସ୍ତିରେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୁଦୁରୁକୁଣୀ ଓଷା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଯୁବତୀ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ…

ଚାକିରି କରାଇଦେବା ନାଁରେ ୫୩ ଲକ୍ଷ ଟଙ୍କାର ଠକେଇ, ଯୁବତୀଙ୍କ ସମେତ ୬ ଜଣ ଗିରଫ

କଟକ: ଚାକିରି କରାଇଦେବା ନାଁରେ ଠକେଇ। ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବତୀଙ୍କ ସମେତ ଜାଲ ଚାକିରି ନିଯୁକ୍ତି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗିରଫ। ରବିବାର କଟକରୁ କମିସନରେଟ୍ ପୁଲିସ ଏହି ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଭାଇ-ଭଉଣୀଙ୍କ 'ରାହୁରେଖା ଲାଗି' ନୀତି ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, 'ରାହୁରେଖା ଲାଗି' ଦେବଦେବୀଙ୍କ…

ଅବଗତ ନକରାଇ ଭିନ୍ନକ୍ଷମ ଯୁବତୀଙ୍କ ବନ୍ଧ୍ୟାକରଣ, ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ଏନଏଚଆରସି

ଭୁବନେଶ୍ୱର: ଜଣେ ଆଦିବାସୀ ଯୁବତୀଙ୍କ ବିନା ଅନୁମତିରେ କାହିଁକି ବନ୍ଧ୍ୟାକରଣ କରାଗଲା ସେ ନେଇ ଜାତୀୟ ମାନବାଧିକାର କମିସନ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଅବିବାହିତ ଓ ଭିନ୍ନକ୍ଷମ (ବାକ୍ ବିକୃତି) ଥିବା ଏହି ଯୁବତୀଙ୍କୁ ମାଲକାନଗିରି ଜିଲ୍ଲାର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ…