କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ
ଭୁବନେଶ୍ୱର:ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅସିତ କୁମାର ତ୍ରିପାଠୀ କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ତପେଶ ରାୟଙ୍କୁ ସିଧାସଳଖ ମୁକାବିଲାରେ ପରାସ୍ତ କରିଛନ୍ତି। ଶ୍ରୀ ରାୟ ୨୦୭ ଖଣ୍ଡ ଭୋଟ…