Latest Odisha News

BREAKING NEWS

Yearly Archives

2023

ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ ୯୦%ରୁ ଅଧିକ କାମ ଶେଷ ହୋଇଛି। ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ ୫୦୦ରୁ ଅଧିକ ବସ୍ ରହିବା ସହ…

ମାଆଙ୍କୁ ଭାର କରି ୧୬୦ କିଲୋମିଟର ତୀର୍ଥ ଯାତ୍ରାରେ ନେଲେ ଦୁଇ ପୁଅ

ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ,…

ପ୍ରେମିକାଙ୍କ ପାଇଁ ଶାହାରୁଖଙ୍କୁ ମାଗଣା ‘ଯବାନ’ର ଟିକେଟ ମାଗିଲେ ପ୍ରଶଂସକ

ମୁମ୍ବାଇ: ଫିଲ୍ମ ‘ଯବାନ’କୁ ନେଇ ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅଗଷ୍ଟ ୩୧ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଆସନ୍ତା ୭ ତାରିଖରେ ରିଲିଜ ହେବ । ଏହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିସାରିଛି। ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ…

‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା

ମୁମ୍ବାଇ: ‘ବିଗବସ୍‌’ ଓ ‘କପିଲ ଶର୍ମା ଶୋ’କୁ ଯିବେନି ପାକିସ୍ତାନୀ ନାଗରିକ ସୀମା ହାଇଦର । ଏହି ଅଫରକୁ ସେ ପ୍ରତ୍ୟାଖାନ କରିଛନ୍ତି ବୋଲି ଏକ ଭିଡ଼ିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଜରିଆରେ ସୀମା…

ବର୍ଷା ଯୋଗୁ ଏସିଆ କପ ସୁପର ୪ ମ୍ୟାଚର ଭେନ୍ୟୁ ବଦଳିବା ସମ୍ଭାବନା ସୃଷ୍ଟି !

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ବର୍ଷା ଯାଗୁ ବାତିଲ ହେବା ପରେ ଆୟୋଜକ କମିଟି ଚିନ୍ତାରେ ପଡିଛି । ଆଗକୁ ଏଠାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରୁହେ ତେବେ ସୁପର ୪ ମ୍ୟାଚ ଭେନ୍ୟୁରେ ପରିବର୍ତନ କରାଯିବା ନେଇ ଆଲୋଚନା ଚାଲିଛି…

ବିଚିତ୍ର ବୁଡ଼ିଆଣୀ: ମୟୂର ପରି ପୁଚ୍ଛ ମେଲାଇ ନାଚୁଛି

ଯେତେବେଳେ ବର୍ଷା ଆସେ ମୟୂରମାନେ ସେମାନଙ୍କ ଡେଣା ଖୋଲି ନାଚିବା ଆରମ୍ଭ କରନ୍ତି । କିନ୍ତୁ ଆପଣ କେବେ ବୁଡ଼ିଆଣୀ ପୁଛ ମେଲାଇ ନାଚୁଥିବାର ଦେଖିଛନ୍ତି । ଏବେ ସେମିତି ଏକ ବୁଡ଼ିଆଣୀର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗୋଟେ ବୁଡ଼ିଆଣୀ ଠିକ୍ ମୟୂର ସଦୃଶ ପୁଚ୍ଛ ମେଲାଇ ନାଚୁଛି । ଲୋକ…

ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ ଇଟାଲିର ନା !

ନୂଆଦିଲ୍ଲୀ: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସାମିଲ ହୋଇଥିବା ଏକମାତ୍ର ଜି-୭ ଦେଶ ଇଟାଲି ଚୁକ୍ତିରୁ ଓହରି ଯିବା ନେଇ ବିଚାର କରୁଛି। ଚୀନକୁ ଇଟାଲୀର ରପ୍ତାନୀ ଆଶାନୁରୂପ ହୋଇ ନ ଥିବାରୁ ଏବଂ ଦେଶର ନୂଆ ସରକାର ଚୀନର ଆର୍ଥିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଧିକ ସତର୍କ ଥିବାରୁ…

ଷ୍ଟାଲିନଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ ମଶା ଭଳି, ବିଜେପି କହିଲା ହିନ୍ଦୁ ଧର୍ମର ଉଚ୍ଛେଦ ଇଣ୍ଡିଆ ମେଣ୍ଟର…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଡିଏଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧରେ ମନ୍ତବ୍ୟକୁ ନେଇ ରବିବାର ବିଜେପି ଡିଏମକେ ନେତା ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି। ହିନ୍ଦୁ ଧର୍ମର ସମ୍ପୂର୍ଣ ଉଚ୍ଛେଦ ବିରୋଧୀ ମେଣ୍ଟର…