ରାଜଧାନୀରେ ଗହଣା ଦୋକାନର ସଟର ଭାଙ୍ଗି ଲୁଟ୍ ଅଭିଯୋଗ
ଭୁବନେଶ୍ୱର: ପଟିଆ ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଥିବା ଏକ ଗହଣା ଦୋକାନରେ ଶନିବାର ବଡି ଭୋର ୩ ଜଣ ଲୁଟେରା ଡକାୟତି କରି ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି।
ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ତାଲା ଭାଙ୍ଗିଥିବା ଓ ସଟର୍ ଭାଙ୍ଗିଥିବା…