‘ବ୍ଲୁ ଡ୍ରାଗନ୍ ସି ସ୍ଲଗ୍’ ଜୀବ ଦେଖିବାକୁ ଯେତିକି ସୁନ୍ଦର ସେତିକ ସାଂଘାତିକ
ଥାଇଲାଣ୍ଡ: ଗଭୀର ସମୁଦ୍ରରେ ଅନେକ ପ୍ରକାର ବିଷାକ୍ତ ଜୀବ ଅଛନ୍ତି । ସେଥିମଧ୍ୟରୁ ବ୍ଲୁ ଡ଼୍ରାଗନ୍ ସି ସ୍ଲଗ୍ ହେଉଛି ଅନ୍ୟତମ । ଏହା ଦେଖିବାକୁ ବହୁତ ଛୋଟ ହୋଇଥିବା ବେଳେ ଅଧିକ ବିଷାକ୍ତ । ସାଧାରଣତଃ ସନ୍ତରଣକାରୀ ଓ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କଠାରୁ ଦୂରେଇ ରହିବା ଓ ନ ଛୁଇଁବା ପାଇଁ…