ନଦୀରେ ପାଦ ଖସିଯିବାରୁ ବୁଡ଼ିଗଲେ ଦୁଇ ବାଳକ, ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ୍
ରାୟଗଡା: ଏକ ହୃଦୟ ବିଦାରକ ଘଟଣାକ୍ରମରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି।
ନିଖୋଜ ଯୁବକ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା…