Latest Odisha News

BREAKING NEWS

Yearly Archives

2023

ଧାମରା ବନ୍ଦରର ନୂତନ ସିଇଓ ଦେବେନ୍ଦ୍ର ଠକ୍କର

ଭଦ୍ରକ: ଦେବେନ୍ଦ୍ର ଠକ୍କର ଭଦ୍ରକ ଜିଲ୍ଲା ଧାମରା ପୋର୍ଟର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତ ୨୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଠକ୍କର ଗତ ୩ ଦଶନ୍ଧି ଧରି ସମଗ୍ର ଦେଶରେ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ରହି ନିଜର ଦକ୍ଷତା…

ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି-ଶ୍ରୀମୟୀ

ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର…

କୋଟାରେ ଜୀବନ ହାରିଲେ ଆଉ ୨ ଛାତ୍ର

ଜୟପୁର: ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଆତ୍ମହତ୍ୟା ଜନିତ ଖବର । କୋଟାରେ NEET କୋଚିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା…

ଉଡନ୍ତା ବିମାନରେ ହେଲା ହାର୍ଟ ସର୍ଜରୀ, ଦେବଦୂତ ସାଜିଲେ ଡାକ୍ତର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ମନୁଷ୍ୟ ପାଇଁ ଦ୍ଵିତୀୟ ଭଗବାନ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ମନୁଷ୍ୟକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ…

ପ୍ରଶାନ୍ତ ଜଗଦେବ ଘଟଣାରେ ଧରାପଡିଛି ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛି ବିଜେଡି । ରାଜ୍ୟରେ ଗଣତନ୍ତ୍ର ଶାସନକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇଥିବାବେଳେ ଏହାର ଉତ୍ତର ରଖିବାକୁ ଯାଇ ବିଜେପିକୁ ପ୍ରଶ୍ନବାଣ ମାରିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।   ବିଜେଡିରୁ ବହିଷ୍କୃତ…

କୋଚି-ବେଙ୍ଗାଲୁରୁ ଯାଉଥିବା ବିମାନକୁ ବୋମା ଧମକ, ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ

ଥିରୁଭାନନ୍ତପୁରମ୍‌: କୋଚିରୁ ବେଙ୍ଗାଲୁରୁ ଅଭିମୁଖେ ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ପାଇବା ପରେ ବିମାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ପାଇବା ମାତ୍ରେ ବିମାନଟି ଶୀଘ୍ର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କଲା। ଏହା ପରେ ଅଧିକାରୀମାନେ ସମସ୍ତ ଯାତ୍ରୀଙ୍କୁ ନିରାପଦରେ…

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା, ଆକାଶ ଏବଂ ଅନନ୍ତ ସାମିଲ, ଅବସର ନେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ନାମୀଦାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସୋମବାର ଏହାର ଉତ୍ତରାଧିକାରୀ ଘୋଷଣା କରିଛି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏବଂ ପୁଅ ଆକାଶ, ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍. ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ନିଯୁକ୍ତ କରାଯାଇଛି। ରିଲାଏନ୍ସ…

ଭାରତର ସୂର୍ଯ୍ୟ ମିଶନ: ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

ବାଙ୍ଗାଲୋର: ସୂର୍ଯ୍ୟ ମିଶନ ନେଇ ଇସ୍ରୋର ବଡ ଘୋଷଣା । ସୂର୍ଯ୍ୟ ମିଶନ ନେଇ ତାରିଖ ଘୋଷଣା କଲା ଇସ୍ରାେ । ଶନିବାର ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ ହେବ ଆଦିତ୍ୟ ଏଲ- ୧ । ଆନ୍ଧ୍ରର ଶ୍ରୀହରି କୋଟାରୁ ଏହା ଲଞ୍ଚ କରାଯିବ । ଶନିବାର ସକାଳ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ-୧ । ଏ ନେଇ…

ବାହା ହେବେ ଅରମାନ୍ ମଲିକ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ?

ମୁମ୍ବାଇ: ସିଙ୍ଗର ଅରମାନ୍ ମଲ୍ଲିକ୍ ଫ୍ୟାନ୍ସ ମାନଙ୍କ ପାଇଁ ଗୁଡ଼ ନ୍ୟୁଜ୍ । ଖୁବଶିଘ୍ର ହାତକୁ ଦି ହାତ ହେବେ ସିଙ୍ଗର ଅରମାନ୍ । ୟୁଟ୍ୟୁବର ଆସନ୍ନା ସ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି ଅରମାନ୍ । ଏନେଇ ସୋସିଆଲ ମିଡି଼ଆରେ ଗାୟକ ଅରମାନ୍ ଏକ ଖୁସିଭରା ମୂହୁର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା । ଖବର…