Latest Odisha News

BREAKING NEWS

Yearly Archives

2023

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୖେବାଳୟରେ ଜଳ ଲାଗି କରୁଛନ୍ତି ବୋଲବମ୍ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର  । ଏଥିଲାଗି ପ୍ରାୟ ସମସ୍ତ ଶୈବାଳୟରେ କାଉଡିଆଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି  । ଭୁବନେଶ୍ବରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ନାହିଁ ନଥିବା ଗହଳି  । ଶ୍ରାବଣ…

ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା

ଭୁବନେଶ୍ୱର: ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା…

କବିତା : ଜୀବନ ଦୀପ

ବିନୋଦିନୀ ଦାଶ ଜୀବନଟା ଏକ ପ୍ରଦୀପ ସଦୃଶ ଯେଉଁ ମାନବ ବୁଝଇ, ଜୀବଦ୍ଦଶାରେ ସେ ନିଜେ ଜଳି ଜଳି ଉଜ୍ବଳ  କରେ ଏ ମହୀ । ଯେତେ ବାଧାବିଘ୍ନ ଆସିଲେ ବି ପଥେ ସବୁକୁ ଆଡ଼େଇ ଦେଇ, ଅବିଶ୍ରାନ୍ତ ଭାବେ କର୍ମ ସାଧନରେ ନିତ୍ୟ ସେତ ଲାଗିଥାଇ । ତା’ର ସେ ଆଲୋକେ କୋଟି ଜନ- ମନ ପ୍ରାଣ…

ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦ ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE), ନୂଆଦିଲ୍ଲୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହଭାଗୀତାରେ ପ୍ରତିଷ୍ଠାନରେ ଗତକାଲି ଏକଦିବସୀୟ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-2020 ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ସମ୍ୱନ୍ଧୀୟ ସୂଚନା ପ୍ରଦାନ…

ଭାଷା ଭାଗବତ : ଦିବଂଗତଂକ ସ୍ମୃତି-ଗାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦିବଂଗତଂକ ସ୍ମୃତି-ଗାନ ପାଇଁ ସଭାର ଆୟୋଜନ କଲେ ହେଁ ସାହିତ୍ଯ ରସିକ ବିମୁଖ ସାଧାରଣ ଲୋକ ସଂସ୍ଥାର କର୍ମକର୍ତାଗଣ ନିଜକୁ ନିଜେ ନିମଂତ୍ରଣ କରିଲେ ନ ଥାଏ ବାରଣ ଏ ଆମ ରାଜ୍ୟର ଲକ୍ଷଣ କାର୍ଯାଳୟରେ ଉପସ୍ଥାନ ନ ଦେଇ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷୋଳ ବିଧାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁସୃତ ପୂଜା ପଦ୍ଧତି ଆଲୋଚନା ମାଧ୍ୟମରେ ଆମେ ଜାଣିଲେ ସମୁଦାୟ ଚାରି ଗୋଟି ବିଧିରେ ଏହା ପାଳିତ ହୁଏ। କିନ୍ତୁ ପ୍ରକୃତରେ ପ୍ରତିଦିନ ଦୁଇଟି ବିଧି…

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ…

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ଓ କବି ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ଉଭୟ ଇଂରାଜୀ ଓ ଓଡ଼ିଆ…

ଭାଇରାଲ ଅଡିଓ ଘଟଣା, ନିଲମ୍ବିତ ହେଲେ ମହିଳା କନେଷ୍ଟବଳ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ରବିବାର କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟର ଅଫିସରେ କାର୍ଯ୍ୟରତ…

ପୁଣି ମଣିପୁରରେ ଉତ୍ତେଜନା: ଘର ପୋଡ଼ିଲେ, ପୋଲିସର ବନ୍ଧୁକ ଛଡ଼ାଇନେଲେ

ଇମ୍ଫାଲ: ଗତ କିଛି ସପ୍ତାହ ମଧ୍ୟରେ ମଣିପୁରରେ ଟିକିଏ ଶାନ୍ତି ଫେରିଆସିିଥିଲା ପରି ମନେ ହେଉଥିବା ବେଳେ ରବିବାର କିନ୍ତୁ ମଣିପୁରରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଲାମ୍ବୁଲାନେ ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା ହିଂସାରେ ଅଜଣା ବ୍ୟକ୍ତିମାନେ ତିନୋଟି ଘରକୁ…

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଭାରତର ଗୈାରବ ବଢ଼ାଇଛନ୍ତି କ୍ରୀଡା କ୍ଷେତ୍ରରେ। ହଙ୍ଗେରୀରେ ଖେଳାଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଜାଭେଲିନ୍ ଥ୍ରୋ ଫାଇନାଲରେ…