ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ହେବେ ପାକିସ୍ତାନ ମନ୍ତ୍ରୀ
ଇସଲାମବାଦ: କୁଖ୍ୟାତ ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ପାକିସ୍ତାନର ମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ସରକାରରେ କାର୍ଯ୍ୟବାହକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ପାରନ୍ତି । ମାନବଧିକାର କାର୍ଯ୍ୟରେ ସେ…