ଡେନମାର୍କର ‘ଲିଟଲା ଡିମୁନ୍: ମଣିଷ ନୁହେଁ, ସେଠାରେ ରୁହନ୍ତି ମେଣ୍ଢାପଲ
ଡେନମାର୍କ: ବିଶେଷ ଭୌଗୋଳିକ ସ୍ଥିତି କିମ୍ବା ଉଲ୍ଲେଖନୀୟ ଇତିହାସ ପାଇଁ ଅନେକ ଦ୍ବୀପ ପରିଚିତ। ଡେନ୍ମାର୍କର ‘ଲିଟଲା ଡିମୁନ୍’ ଦ୍ବୀପ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଡେନ୍ମାର୍କର ଫାରୋ ଦ୍ବୀପପୁଞ୍ଜ ଅନ୍ତର୍ଗତ ଏହି କ୍ଷୁଦ୍ରତମ ଦ୍ବୀପ ତାହାର ଅନନ୍ୟ ପାଣିପାଗ ପାଇଁ…