ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ
ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ । ଅତିକମରେ ୩୦ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର ରାଜ୍ୟପାଳ ସେର୍ଗେଇ ମେଲିକୋଭି ।
ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ…