ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବନ ସଂରକ୍ଷଣ ସଂଶୋଧନ ବିଲ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବନ ସଂରକ୍ଷଣ ସଂଶୋଧନ ବିଲ୍, ୨୦୨୩ ଉପରେ ଆଲୋକପାତ କରିଛନ୍ତି। ବନ ସଂରକ୍ଷଣ ସଂଶୋଧନ ବିଲ୍ ନୂଆ ଭାରତର ଆକାଂକ୍ଷାର ଅନୁରୂପ ବୋଲି…