ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆକୁ ହରାଇଲା ଅପରାଜେୟ ଭାରତ
ମାଡ୍ରାସ: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ସୋମବାର ଭାରତ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ଏଥିସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ରୋମାଂଚକର ମୁକାବିଲାରେ ଭାରତ ପକ୍ଷରୁ ନୀଳକାନ୍ତ…