ଗାଧୋଇବାକୁ ଯାଇ ଦେବୀ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ
ପୁରୀ: ପୁରୀ ଜିଲ୍ଲା ବାଲିଡ଼ିଆରେ ଅଘଟଣ । ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରୋହନ ବେହେରା, କାହ୍ନା ବେହେରା ଓ ଓମ୍ ବେହେରା ।
ଏହି ତିନି ଜଣ ଆଜି ଗାଧୋଇବାକୁ ଦେବୀ ନଦୀକୁ ଯାଇଥିଲେ । ହେଲେ ବହୁ ସମୟ ଧରି ଘରକୁ ଫେରିବାରେ…