ପିଏମ୍-କିଶାନ ଯୋଜନା: ଭଦ୍ରକରେ ୧୩୯୫୪୩ ଚାଷୀ ଉପକୃତ, ବଳକା ୩୦ ହଜାର ଚାଷୀଙ୍କୁ ଉପାୟ ବତାଇଲେ କ୍ରୀଡା ମନ୍ତ୍ରୀ
ଭଦ୍ରକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତିର ଅଧିନରେ ୯ କୋଟି ୨୬ ଲକ୍ଷ ଚାଷୀ ଙ୍କୁ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ…