ପୋଲିସଠୁ ଲୁଚିଲାନି ଅଭିନବ ପ୍ରୟାସ, ଜବତ ହେଲା ୩.୭୫ କ୍ବିଣ୍ଟାଲ ଗଞ୍ଜେଇ
ସୁବର୍ଣ୍ଣପୁର: ଚାଲାକି କରି ଲୁହାରଡ ତଳେ ରଖି ଚାଲୁଥିଲା ଗଞ୍ଜେଇ ଚାଲାଣ । ହେଲେ ଧରିଦେଲା ପୋଲିସ ।ଏଭଳି କିଛି ଘଟଣା ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ । କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ କୁଞ୍ଜ ଛକରୁ ଲୁହାରଡ଼ ବୋଝେଇ ଟ୍ରକ୍ରୁ ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ।…