Latest Odisha News

BREAKING NEWS

Yearly Archives

2024

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍ ରେ ମୋଦି

ନୂଆଦିଲ୍ଲୀ: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜଓ୍ୱିକ୍‌ କୁ ଦେଇଥିବା ସାକ୍ଷାତକାରରେ ମୋଦି ଚାଇନା ଠାରୁ…

ପୁଣି ଫେରିବ ତାତି, ଆସନ୍ତାକାଲିଠାରୁ ୪ ଦିନ ଯାଏ ୬ରୁ ୮ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଯାହାଫଳରେ ପାଗ ଥଣ୍ଡା ରହିଛି। ତାପମାତ୍ରା କମିଛି। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିଲେ। ହେଲେ ଆସନ୍ତାକାଲିଠାରୁ ପୁଣି କଲବଲ କରିବ ତାତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ…

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ: କଂଗ୍ରେସ

ଭୁବନେଶ୍ୱର: ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ ଦାଶ ଅଭିଯୋଗ କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ…

କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆରମ୍ଭ କଲେ ପ୍ରଚାର ପ୍ରସାର

ବରଗଡ଼: ଲୋକସଭା ଆସନ ପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ଆଜି କଂଗ୍ରେସ କର୍ମୀ ମାନଙ୍କ ସହିତ ବରଗଡ଼ ତଳିପଡ଼ା ସ୍ଥିତ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି। ଦେବୀ ମାଁଙ୍କଠାରେ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପରେ ଆଜି ଇଦ୍ ଅବସରରେ…

କେଉଁଠି ଛିଡୁନି ଟିକେଟ୍ ଅଙ୍କ?

ଭୁବନେଶ୍ବର: ଟିକେଟ୍ ଘୋଷଣାରେ ବିଳମ୍ବ, ଦ୍ୱନ୍ଦ୍ୱରେ ଆଶାୟୀ । କାହିଁକି ବାହାରୁନି ପ୍ରାର୍ଥୀ ତାଲିକା? ଟିକେଟd ଅଙ୍କକଷାରେ କେଉଁଠି କେଁ ? ବିଦ୍ରୋହୀ ଭୟରେ ଗଡୁଛି କି ତାରିଖ ପରେ ତାରିଖ? ସବୁଠି ମିଶ୍ରଣ, ଦଳରେ ନୂଆ ସମୀକରଣ । ଟିକେଟ୍ ଚୂଡାନ୍ତ ପାଇଁ ହେଉଛି କି ବାଧା? ସମୟ ଯେତିକି…

୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ତା'ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି । ନିଶାଦ ପାର୍ଟି ଚଳିତ…

ବାଇକ ଆରୋହୀଙ୍କୁ ଧକ୍କା ଦେଲା କାର୍: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳେ ଫୁଲ ତୋଳୁଥିବା ବେଳେ ଏକ କାର ମାଡିଯାଇଥିଲା। ଏହାପରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…

କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାରୀ ମାନଙ୍କ ପରି ପୋଲିସ କର୍ମଚାରୀ ମଧ୍ୟ ପିନ୍ଧିବେ ଧୋତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମ ପରିସରରେ ଥିବା ପୋଲିସ କର୍ମାଚାରୀମାନେ ମଧ୍ୟ ମନ୍ଦିରର ପୂଜାରୀ ମାନଙ୍କ ପରି ପିନ୍ଧିବେ ଧୋତି-କୁର୍ତ୍ତା । କିଛି ବର୍ଷ ପୂର୍ବରୁ ୨୦୧୮ରେ ମଧ୍ୟ ଏପରି ନିଷ୍ପତି ନିଆଯାଇଥିଲା । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ପୁରୁଷ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ବଡ଼ ଆକ୍ସନ, କେ.କବିତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ସିବିଆଇ ଗିରଫ କରିଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ଏପ୍ରିଲ ୯…

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, କାର୍ଯ୍ୟରୁ ବହିଷ୍କୃତ ହେଲେ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛି ଭିଜିଲାନ୍ସ ବିଭାଗ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ…