Latest Odisha News

BREAKING NEWS

Yearly Archives

2024

ନିର୍ବାଚନରେ ଜଳଖିଆ ଓ ବାଟ ଖର୍ଚ୍ଚ ବାବଦରେ ଦର ଧାର୍ଯ୍ୟ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହିତ ଭାରତର ନିର୍ବାଚନ ଆୟୋଗ…

ୟୁକ୍ରେନକୁ ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଲା ଆମେରିକା

ମସ୍କୋ: ରୁଷ ବିପକ୍ଷ ଲଢ଼େଇରେ ୟୁକ୍ରେନକୁ ସହାୟତା କରିବା ନିମନ୍ତେ ଆମେରିକା ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଛି । ଏଥିରେ ମେଶିନ ଗନ, ସ୍ନାଇପର ରାଇଫଲ, ଆରପିଜି-୭ ଲଂଚର ଓ ୫ ଲକ୍ଷରୁ ଅଧିକ ଗୁଳି ରହିଛି । ୟୁକ୍ରେନ ଏବେ ଏହି ଯୁଦ୍ଧରେ ଦୁର୍ବଳ ପଡି ଆସୁଥିବା ବେଳେ ଆମେରିକା ସହାୟତା ସେମାନଙ୍କୁ…

୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ, ଖଟିଆରେ କାହିଁକି ରୋଗୀ ଯାଉଛନ୍ତି ପଚାରିଲେ…

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସମ୍ବଲପୁର-କଟକ ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥର ବିପଜ୍ଜନକ ଅବସ୍ଥା ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ତଥା…

ରାୟଗଡ଼ାରେ ସ୍କ୍ରାପ୍ ବ୍ୟବସାୟୀଙ୍କ ଠାରୁ ୨୩୭ ବର୍ଷ ପୁରୁଣା ତମ୍ବା ପ୍ଲେଟ୍ ଉଦ୍ଧାର

ଭୁବନେଶ୍ୱର: ଜୟପୁରର ମହାରାଜା ବିକ୍ରମ ଦେବଙ୍କ ପୂର୍ବପୁରୁଷଙ୍କ ସହ ଜଡ଼ିତ ଏକ ତମ୍ବା ପ୍ଲେଟ୍ ରାୟଗଡ଼ା ଜିଲ୍ଲାର ଜଣେ ଧାତବ ସ୍କ୍ରାପ୍ ବ୍ୟବସାୟୀ ଆବିଷ୍କାର କରିଛନ୍ତି। ଏହାପରେ ଐତିହ୍ୟ ଓ ସଂସ୍କୃତି ଗବେଷକ ତଥା କଳିଙ୍ଗ ଏପିଗ୍ରାଫିକାଲ୍ ରିସର୍ଚ୍ଚ ଗ୍ରୁପ୍ (କେଇଆର୍ଜି)ର ସଦସ୍ୟ ବିଷ୍ଣୁ…

୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ

ପାରଳାଖେମୁଣ୍ଡି: ୪ ବର୍ଷ ପରେ ଧରାପଡ଼ିଲା ଥାନାରୁ ଫେରାର ହୋଇଥିବା ଅଭିଯୁକ୍ତ। ଫେରାର ଅଭିଯୁକ୍ତ ହେଲା ସନାତନ କରାଡ଼। ତାଙ୍କ ଘର ଆର.ଉଦୟଗିରି ଥାନା ଏନ୍. ଝାଲରଶିଂ ଗାଁରେ। ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨୦୨୦ ମସିହାରେ ମୋହନା ଥାନା ପୋଲିସ ହାତରେ ଧରାପଡ଼ିଥିଲେ ଦୁଇ ଜଣ ଅଭିଯୁକ୍ତ। ଏବେ…

ଖଟିଆରେ ରୋଗୀ ବୁହାହେବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର କି ପରିବର୍ତ୍ତନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାରକୁ କଡ଼ା ସମାଲୋଚନା କରିବା ସହ ଗତ ୨୫ ବର୍ଷ ଧରି ରାଜ୍ୟରେ ଶାସନ କରିବା ସତ୍ତ୍ୱେ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା ଅଭିଯୋଗ…

ବଲାଙ୍ଗୀରରେ ବିଗ୍ ଫାଇଟ୍

ଭୁବନେଶ୍ୱର: ବଲାଙ୍ଗୀର ଦେଖିବ ବଡ ଲଢେଇ । ବିଜେଡି, କଂଗ୍ରେସରୁ ନୂଆ ସିପାହୀ । ରାଣୀଙ୍କୁ ରିପିଟ୍ କଲା ବିଜେପି । କିଏ ଜିତିବ ବଲାଙ୍ଗୀର ବାଜି ? ପୁଣି ପଦ୍ମ ଫୁଟାଇବେ ସଂଗୀତା ସିଂହଦେଓ ? ନା ଶଙ୍ଖନାଦ କରିବେ ସୁରେନ୍ଦ୍ର ସିଂ ଭୋଇ ? କଂଗ୍ରେସକୁ କମବ୍ୟାକ୍ କରାଇ ପାରିବେ କି ମନୋଜ ମିଶ୍ର ?…

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ…

ଆସନ୍ତା ୧୧ରେ ରାଜ୍ୟରେ ପାଳନ ହେବ ଇଦ୍

କଟକ: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଉକ୍ତ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବୈଠକ ପରେ କମିଟି ଏହି ଘୋଷଣା କରିଛି। ସୋମବାର ଅର୍ଥାତ ଆଜି ଚନ୍ଦ୍ର ଦର୍ଶନ ହୋଇ ନଥିବାରୁ ଗୁରୁବାର ଦିନ ଇଦ୍…

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏହି…