ଭୋଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ନିର୍ବାଚନରେ ଭୋଟ ଦେବାକୁ ବାପା-ମା’ଙ୍କୁ ଚିଠି ଜରିଆରେ କଲେ ନିବେଦନ
ମାଲକାନଗିରି: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ୍ ପାଇଁ ଅଭିନବ ପ୍ରୟାସ। ଭୋଟ୍ ପାଇଁ ପିଲାଙ୍କ ଅପିଲ। ନିର୍ବାଚନରେ ଭାଗ ନେବା ପାଇଁ ପତ୍ର ମାଧ୍ୟମରେ ବାପା-ମାଆଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଲୟାର ଛାତ୍ରମାନେ…