Latest Odisha News

BREAKING NEWS

Yearly Archives

2024

ସାହିତ୍ୟ, ସାମୁହିକ ହିତ ସାଧନର ମାଧ୍ୟମ : ଗୌରପ୍ରିୟା ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଗୌରପ୍ରିୟା ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଶିଶୁ କବିତା : ଆମ ପାଠାଗାର

ଗଦାଧର ସାହୁ ଆମ ପାଠାଗାର ଜ୍ଞାନ ଭଣ୍ଡାର, ସଜା ହୋଇଥାଏ ବହି ପତର, ଆସରେ ଆସ ହୋଇ ହରଷ ପଢିବା ଆସ, ପଢିଲେ ହୋଇବା ଭଲ ମଣିଷ । ପାଠାଗାରେ ପାଠ ଭଳିକି ଭଳି, ପାଠ ପାଠ ମଧ୍ଯେ ନଥାଏ କଳି, ଭାଷା ସାହିତ୍ୟ ପାଟି ଗଣିତ ସଭିଙ୍କ ମିତ, ଭୂଗୋଳ ଦେଖାଏ ସାରା ଜଗତ ।…

କବିତା : ସ୍ବପ୍ନର ଉତ୍କଳ

ସ୍ଵାଗତିକା ସାହୁ ଉତ୍କଳ ମୋହର ବୀର ପ୍ରସବିନି ମାଟି ପାଣି ତାର ବାସ୍ନା ସେ ବାସ୍ନାରେ ଥରେ ବିମୋହିତ ପରେ ଭୁଲିଯାଅ ଯାହା ଚିହ୍ନା । ସେଇ ବାସ୍ନାରେ ବିମୋହିତ ହୋଇ ଦେଖିଥିଲ କେତେ ସ୍ବପ୍ନ ମଧୁ ବାବୁ ତୁମ ସେଇ ସ୍ବପ୍ନ ସବୁ ସାକାର ହେଲାକି କ୍ଷୁର୍ଣ୍ଣ ? ମାତୃଭାଷା ପାଇଁ…

ଭାଷା ଭାଗବତ : ଅତୁଲ୍ୟ ଉପହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧର୍ମଧାରଣାଶ୍ରିତ ବିଧି ତୋଳିଲେ ଅଲଂଘ୍ୟ ପରିଧି ବ୍ୟକ୍ତି, ଜାତିର ଅଭିବୃଦ୍ଧି ମାର୍ଗ ଅବଶ୍ୟ ହୁଏ ରୁଂଧି ନୈତିକତା ଓ ମାନବତା ବ୍ୟତୀତ ରାଷ୍ଟ୍ରର କ୍ଷମତା ହୁଅଇ କେବଳ ପ୍ରତୀକ ବୁଝଂତିନାହିଁ ବହୁ ଲୋକ ଯିଏ ବି ନିରୀଶ୍ବରବାଦୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦାରୁବ୍ରହ୍ମ ଓ ଗୁରୁବ୍ରହ୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…

ନିର୍ବାଚନ ଆଚରଣ ବିଧି ଭିତରେ ଗୋଟିଏ ଦିନରେ ସୀମିତ ରହିବ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଗୋଟିଏ ଦିନ ପାଇଁ ପାଳନ କରିବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି। ଶନିବାର ଭୁବନେଶ୍ୱରରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ଉତ୍ସବର…

ବିନିକାର ଗାଡ଼ି ଚେକ୍ ପଏଣ୍ଟରୁ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ

ସୋନପୁର: ବିନିକାସ୍ଥିତ ଏକ ଗାଡ଼ି ଚେକ୍ ପଏଣ୍ଟରୁ ପୁଲିସ ଏକ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିନିକା କଲେଜ ଛକରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ କାରରେ ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ପଡ଼ୋଶୀ ରାଜ୍ୟ…

ପ୍ରବଳ ଖରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ଭୂବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶନିବାର ୪ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ…

ଆଇପିଏଲ: କୋହଲିଙ୍କ ୮ମ ଶତକ, ଚଳିତ ସିଜନରେ ପ୍ରଥମ

ଜୟପୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରଖିଛି । ବିରାଟ କୋହଲି ଚଳିତ ସିଜନର ପ୍ରଥମ ଏବଂ ଓଭରାଲ ୮ମ ଶତକ ମାରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ରାଜସ୍ଥାନ…

ନିର୍ବାଚନ ଲଢ଼ିବା ପାଇଁ ଦିଲୀପ ରାୟଙ୍କ ପ୍ରୟାସ, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପର୍ଯ୍ୟନ୍ତ ରାୟ ଶୁଣାଇ ନାହାନ୍ତି। ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା ସହ ଜଡ଼ିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେବା ଉପରେ…