ଏପରି ଏକ ଗାଁ, ଯେଉଁଠାରେ ଆଦୌ ରାସ୍ତା ନାହିଁ
ଭୁବନେଶ୍ବର: ଆାମ ଏ ପୃଥିବୀ ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ପ୍ରାକୃତିକ ସୋନ୍ଦର୍ଯ୍ୟ ଥିବା ସ୍ଥାନକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ବୁଲିବାକୁ ଆସନ୍ତି ଲୋକ । କେବଳ ବୁଲିବା ପାଇଁ ନୁହେଁ ନିଜ ମନର ଅସ୍ଥିରତାକୁ ନିୟନ୍ତ୍ରିତ କରିବାପାଇଁ ମଧ୍ୟ । ଆପଣ ଜାଣିଥିବେ ସବୁ ସ୍ଥାନକୁ…