Latest Odisha News

BREAKING NEWS

Yearly Archives

2024

ବିଜେପିର ୪ ସାଂସଦଙ୍କୁ ମିଳିଲାନି ଟିକେଟ

ଲୋକସଭା ଲଢ଼େଇ ପାଇଁ ବିଜେପି ଯୋଦ୍ଧା । ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୮ ସିଟରେ ନାଁ ଘୋଷଣା ହୋଇଛି । କଟିଲା ୪ ସାଂସଦଙ୍କ ଟିକେଟ । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ କଳାହାଣ୍ଡି ସାଂସଦ ବସନ୍ତ…

ବିଜେପିର ୫ମ ପ୍ରାର୍ଥୀ ତାଲିକା: ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କଙ୍ଗନା ରଣାୱତ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁ ରହିଛି। ତାଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢିବେ। ସେହିପରି ସୀତା ସୋରେନଙ୍କୁ ଦୁମକାରୁ…

ରାଜ୍ୟରେ ବଢୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଗତ କିଛିଦିନ ତଳେ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡା ଅନୁଭୁତ ହୋଇଥିଲା । ଏବେ ପୁଣି ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି । ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌‌ସିୟସ ରେକର୍ଡ…

ସିବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଇସିଙ୍କୁ ପତ୍ର ଲେଖିଲେ ମହୁଆ

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତ୍ରୁଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଅଭିଯୋଗ କରିଛନ୍ତି। ମହୁଆ ମୈତ୍ର ସିବିଆଇ ଆକ୍ରମଣକୁ ବେଆଇନ ବୋଲି କହିଛନ୍ତି।…

ଟସ ବେଳେ ରୋହିତ…ରୋହିତରେ କମ୍ପିଲା ଷ୍ଟାଡିୟମ

ଅହମ୍ମଦାବାଦ: ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । ଟସ ବେଳେ…

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆସିଲା ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ହେବେ ଲୋକସଭା ପ୍ରାର୍ଥୀ । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ । ପୁରୀରୁ ପ୍ରାର୍ଥୀ ହେବେ ସମ୍ବିତ ପାତ୍ର । ବାଲେଶ୍ୱରରରୁ ପ୍ରତାପ…

ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଟାଇଟଲ ହାସଲ କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଫୁଟବଲ ଟାଇଟଲ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଓଡିଶା ଏଫସି ୬-୦ ଗୋଲରେ କିକଷ୍ଟାର୍ଟ ଏଫସିକୁ ପରାସ୍ତ କରିଥିଲା । ଏଥିସହ ଓଡିଶା ଟିମ ଏଏଫସି ଓମେନ୍ସ ଚାମ୍ପିୟନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିଛି…

ରଙ୍ଗବେରଙ୍ଗ ଫଟା ନୋଟ ବଦଳାଇଲେ କେତେ ଟଙ୍କା ଫେରସ୍ତ ପାଇବେ, ଗାଇଡ଼ଲାଇନ ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ହୋଲି ପାଇଁ ଦେଶ ବେଶ ଉତ୍ସବମୁଖର ରହିଛି। ବଜାରରେ ରଙ୍ଗୀନ ଗୁଲାଲ ଏବଂ ପିଚକାରିରେ ପରିପୂର୍ଣ୍ଣ ଏବଂ ସବୁ ସ୍ଥାନରେ ଲୋକମାନେ କିଣାକିଣିରେ ବ୍ୟସ୍ତ ରହିଛନ୍ତି। ଅନେକ ଥର ହୋଲି ଖେଳିବାବେଳେ ଲୋକମାନେ ନିଜ ପକେଟରେ ଥିବା ଟଙ୍କା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏପରି…

ବାପା ମାଙ୍କୁ ହାଣିଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ଅଘଟଣ। ପୁଅର ଟାଙ୍ଗିଆ ଚୋଟରେ ଯାଇଛି ବାପା ଓ ମାଙ୍କର ଜୀବନ। ଘଟଣା ସ୍ଥଳରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସେହିପରି ଚିକିତ୍ସାଧିନ ଅବସ୍ଥାରେ ମା ପାଲ ମୁଣ୍ଡାର ମୃତ୍ୟୁ…

ଲକ୍ଷ୍ନୌକୁ ୨୦ ରନରେ ହରାଇଲା ରାଜସ୍ଥାନ

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ଏଥିସହ ରାଜସ୍ଥାନ ଟିମ ତାର ବିଜୟ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା । ଅଧିନାୟକ ସଞ୍ଜୁ…