ଗୋୟଲଙ୍କ ଇସ୍ତଫା ପରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ; ନିର୍ବାଚନ ଆୟୋଗ ଉପରେ କାହା ଚାପ ?
ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ଦଳ । କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛି ଯେ ଏହି ଘଟଣା ସିଧାସଳଖ ପ୍ରଶ୍ନ ଉଠାଉଛି ଯେ ନିର୍ବାଚନ ଆୟୋଗ ପରି ସାମ୍ୱିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି? ମୁଖ୍ୟ…