Latest Odisha News

BREAKING NEWS

Yearly Archives

2024

ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଶୌଚ ପାଇଁ ଯିବା ହେଲା କାଳ । ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର । କିଛି ସମୟ ଭିତରେ ଘଟିଗଲା ବଡ଼ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ହଂସୁଆ ନଦୀରେ ବାଇଧର ମଲ୍ଲିକ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି…

ହାଇଟେକ୍ ସିଟିରେ ଜଳ ସଙ୍କଟ; ପ୍ରଶାସନ ପକ୍ଷରୁ କଟକଣା

ବେଙ୍ଗାଲୁରୁ:  ଖରା ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଦେଇଛି । ଫଳରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।  କାର୍ ଧୋଇବା,  ବଗିଚାରେ ପାଣି ଦେବା, ନିର୍ମାଣ କାମରେ ଜଳ ବ୍ୟବହାର, ୱାଟର ଫାଉଣ୍ଟେନ,  ରାସ୍ତା ନିର୍ମାଣ କାମରେ…

ମହାଶିବ ରାତ୍ରି: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ମହାଶିବ ରାତ୍ରି । ମହାଶିବ ରାତ୍ରି ଉପଲକ୍ଷେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।  ସୋସିଆଲ ମିଡିଆରେ  ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମହାଶିବ ରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଜୀବନରେର ସୁଖ,ଶାନ୍ତି ଆଣୁ ମହାଶିବ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଉ ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଗତକାଲି ବସିଥିବା କ୍ୟାବିନେଟ ବୈଠକରେ DA ଏବଂ DR କୁ ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହିତ କର୍ମଚାରୀଙ୍କ ଘର ଭଡା ଭତ୍ତା ମଧ୍ୟ…

ମହାଦେବଙ୍କ ଚମତ୍କାର ମନ୍ଦିର, ପ୍ରତିବର୍ଷ ବଢେ ଶିବ ଲିଙ୍ଗ

ଭୋପାଲ: ଆଜି ପବିତ୍ର ମହାଶିବରାତ୍ରୀ । ସାରା ଦେଶ ଚଳଚଞ୍ଚଳ । ଶୈବାଳୟ ସମ୍ମୁଖରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ । ଗଗନ ପବନ ସବୁ ଆଜି ଶିବମୟ ।ଆମ ଦେଶରେ ହଜାର ହଜାର ମନ୍ଦିର ଅଛି, ଏହି ମନ୍ଦିରଗୁଡିକ ମଧ୍ୟରୁ କେତେକ ପ୍ରାଚୀନ ଏବଂ କେତେକ ଚମତ୍କାରୀ। ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର…

କପିଳାସରେ ଜାଗର ଯାତ୍ରା, ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ…

ମହିଳା ଦିବସରେ ଗୃହିଣୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, କମିଲା ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଗୃହିଣୀ ମାନଙ୍କୁ ଚିନ୍ତାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି…

ମୋଦିଙ୍କ ଜମ୍ମୁ–କାଶ୍ମୀର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ସମ୍ୱିଧାନର ଧାରା ୩୭୦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କାଶ୍ମୀରର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଛନ୍ତି ଜମ୍ମୁ –କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ଫାରୁକ ଅବଦୁଲ୍ଲା । ଫାରୁକ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, ଯଦି ଧାରା ୩୭୦ ଏତେ ଖରାପ ଥିଲା, ତେବେ…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ଏହି ମହିଳା ଦିବସରେ କରନ୍ତୁ ଏକ ପ୍ରତିଜ୍ଞା, ଋତୁସ୍ରାବ ସ୍ଵଚ୍ଛତା ପ୍ରତି ନିଅନ୍ତୁ…

ଭୁବନେଶ୍ଵର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ। ଆଜିର ମହିଳାଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି | ଜଣେ ମହିଳା ଗୃହିଣୀ ହୁଅନ୍ତୁ…

ଭାଷା ଭାଗବତ : ନିଜ ସହିତ ପ୍ରତାରଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ' କିଏ କ'ଣ ଭାବିବ? ' ଚିଂତା ଯୋଗୁଁ ବଢ଼ିଚାଲେ ସ୍ଥାଣୁତା ଗ୍ରାସ କରିଲେ ଅସ୍ଥିରତା ଦୋଳି ଖେଳେ ବ୍ୟକ୍ତିର ସତ୍ତା ଲେଖକେ ରହଂତି ନିରବ ମୌନତା ବୋଲାଏ ଗୌରବ ହସ ଟିକିଏ ଲେସି ମୁଖେ ଲେଖକେ ଚଳୁଥାଂତି ସୁଖେ ନାହିଁ ପ୍ରଶ୍ନ କି…